Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସଚଂୟ କରି ସେ ଆଜି କେଟିପତି

Lifestyle

ସଚଂୟ କରି ସେ ଆଜି କେଟିପତି

Rashmita Mishra
Browse all articles by Rashmita Mishra
·2 years ago·2 min read
ସଚଂୟ କରି ସେ ଆଜି କେଟିପତି

ଅର୍ଗସ ବ୍ୟୁରୋ: ଅଜି କାଲି ଦୁନିଆରେ କିଛି କିଣିଵା ,ଖାଇଵା ଏଵଂ ଵୁଲିଵା କାହାକୁଵା ଭଲନଲାଗେ ।ସମସ୍ତଙ୍କୁ ପସନ୍ଦ ଥାଏ ଏପରି କାର୍ଯ୍ୟ କରିଵାକୁ । କିନ୍ତୁ ଜଣେ ଝିଅ ୫୦୦ଟଙ୍କାରେ ପୁରା ମାସ ସାରା ଚଳି ଵାକି ଟଙ୍କା ସଚଂୟ କରି ସେ ଆଜି କେଟିପତି ।
ଆମେ ସମସ୍ତେ ଜାଣିଛନ୍ତି କି ଜୀଵନରେ ସଚଂୟ ନିହାତି ଆଵଶ୍ୟକ । ଏହା କେତେ ଗୁରୁତ୍ଵପୂଣ୍ନ ତାହା ସମସ୍ତେ ଵୁଝନ୍ତି ନାହିଁ । କିନ୍ତୁ କାମ କରୁଥିଵା ଲୋକଙ୍କ କ୍ଷେତ୍ରରେ ଏହା ସମ୍ଭଵପର ନୁହେଁ  କାରଣ ସାନାନଙ୍କର ଅନେକ ସମୟରେ ଵିଭିନ୍ନ ଜିନିଷର ଆଵଶ୍ୟକ ପଡିଥାଏ । ତଥାପି ଯେଉଁମାନେ ସଚଂୟର ମହତ୍ତ୍ଵ ଵୁଝନ୍ତି ଭଵିଶ୍ୟତ ପାଇଁ ଭଲ ହୋଇଥାଏ ।  

ଦକ୍ଷିଣ କୋରିଆରେ ରହୁଥିବା ଜଣେ ଝିଅ ଏପରି ଭାଵେ ସଚଂୟ କରିଛନ୍ତି ଆପଣ ଶୁଣିଲେ ଵି ଆଶ୍ଚର୍ଯ୍ୟ ହେଵେ । ଝିଅଟି ର ମାସିକ ଦରମା ପ୍ରାୟ ଦେଢ ଲକ୍ଷ୍ୟ ଟଙ୍କା କିନ୍ତୁ ଯେତେଵେଳେ ଖର୍ଚ୍ଚ କରିଵାର କଥା ଆସେ ସେ ଗରିଵ ଲୋକଙ୍କ ପରି ଖର୍ଚ୍ଚ କରନ୍ତି ।ଖାଇଵା ଛଡା ସେ ଆଉ କୌଣସି ଖର୍ଚ୍ଚ କରନ୍ତି ନାହିଁ ।  ଜି ହାଇଓନ୍ କହିଛନ୍ତି ଯେ ସେ ତାଙ୍କ ଦରମାର 90 ପ୍ରତିଶତ ସଞ୍ଚୟ କରନ୍ତି ଏବଂ ଏହାର 10 ପ୍ରତିଶତ ଖର୍ଚ୍ଚ କରନ୍ତି। ଖାଇଵା ପଇଁ 523 ଟଙ୍କା । ତାଙ୍କର କୁପନ ଆସିଲେ ସେ କୁପନକୁ ଵ୍ୟଵହାର କରନ୍ତି । ଆଉମଧ୍ୟ ସେ ପାଣି କିଣନ୍ତି ନାହିଁ ଫୁଟାଇ ପିଅନ୍ତି  କେବଳ ଏତିକି ନୁହେଁ, ଅନ୍ୟ ଝିଅମାନଙ୍କ ପରି ସେ ସଜାଇବା କିମ୍ବା କେଶ କାଟିବା ପାଇଁ ପାର୍ଲରକୁ ଯାଆନ୍ତି ନାହିଁ, ବରଂ ସେ ନିଜେ ସମସ୍ତ କାର୍ଯ୍ୟ କରନ୍ତି |

୨ ବର୍ଷରେ ୬୨ ଲକ୍ଷ ସଞ୍ଚୟ ହୋଇଛି :-
ଝିଅଟିର ବୟସ ମାତ୍ର ୨୫ ଯେଉଁ ବୟସରେ ଲୋକମାନେ ସେମାନଙ୍କର ଦରମା ଟଙ୍କାରେ ଵୁଲିଵା ,ଖାଇଵା ନିଜକୁ ସଜେଇ ହୁଅନ୍ତୁ । ତଥାପି ଜି ହାଇଓନ୍ କ୍ୱାକ୍ ସେପରି ଭାବନ୍ତି ନାହିଁ ସେ ସଞ୍ଚୟ କରିଵା ପାଇଁ ସ୍ଥିର କରିଛନ୍ତି । ସେ 1 ଲକ୍ଷ 37 ହଜାର ଟଙ୍କା ଦରମା ପାଉଥିଲେ । 4 ବର୍ଷ ମଧ୍ୟରେ ପ୍ରାୟ 62 ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। ବର୍ତ୍ତମାନ ସେ କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ସେ ପୁଣି 62 ଲକ୍ଷ ଟଙ୍କା ସଞ୍ଚୟ କରିଵେ । ସେ କହିଥିଲେ ଯେ ପ୍ରଥମ 4 ବର୍ଷରେ ଏତେ ଟଙ୍କା ସଞ୍ଚୟ କରିବାକୁ ମତେ କଠିନ ପରିଶ୍ରମ କରିବାକୁ ପଡିଲା କିନ୍ତୁ ଏଥର ତାହା ବହୁତ ସହଜ ହେଵ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
save money | Argus News