Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏହି ସବୁ ଜୁସ ତ୍ଵଚା ପାଇଁ ବରଦାନ ସଦୃଶ୍ୟ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏହି ସବୁ ଜୁସ ତ୍ଵଚା ପାଇଁ ବରଦାନ ସଦୃଶ୍ୟ

ଅର୍ଗସ ବ୍ୟୁରୋ: ଖରା ଦିନରେ ନିଜ ତ୍ଵଚାର ଯତ୍ନ ନେବା କଷ୍ଟ କର ହୋଇଥାଏ । ସମସ୍ତେ ଚାହାଁନ୍ତି କମ ସମୟରେ ଭଲ ଭାଵରେ ତ୍ଵଚାର ଯତ୍ନ ନେବା ତେବେ ଏହି ଆଠ ପ୍ରକାରର ଜୁସ ପ୍ରତିଦିନ ପିଇଲେ ଏହା ଆପଣଙ୍କ ତ୍ଵଚା ପାଇଁ ବରଦାନ ସଦୃଶ୍ୟ ହୋଇଥାଏ ।

ଗାଜର :-ଯଦି ଆପଣଙ୍କ ତ୍ଵଚାର ଚମକ ବଢାଇବାକୁ ଚାହିଁଛନ୍ତି ତେବେ ଗାଜର ହେଉଛି ଏକ ଲାଭଦାକ ଜିନିଷ । ଆପଣ ପ୍ରତିଦିନ ଗାଜରର ଜୁସ ପିଅନ୍ତୁ ନିଜ ସ୍କିନରେ ଚମକ ଆଣନ୍ତୁ ।  

ପାଳକ:-ପାଳକ ଶାଗ ଖାଲି ଖାଇବାରେ ଯେତିକି ହିତ କର ହେଇଥାଏ ତାର ଜୁସ ମଧ୍ୟ ଦେହ ପାଇଁ ସେତିକି ଲାଭଦାୟକ ହୋଇଥାଏ । 

ଟୋମାଟ :-ସେହିପରି ଟୋମାଟ ଜୁସ ପିଇବା ଦ୍ଵାରା ତ୍ଵଚାର୍ ଅଧିକ ଚମକ ଆସିଥାଏ ତାହାସହ ତ୍ଵଚାରେ ଭଙ୍ଗ ମଧ୍ୟ ପଡିନଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାକୁଡି :-କାକୁଡିର ଜୁସ ମଧ୍ୟ ଦେହ ପାଇଁ ଓ ତ୍ଵଚା ପାଇଁ ଅନେକ ପ୍ରକାରର ଲାଭ ପ୍ରଦାନ କରିଥାଏ । ଏହି ଜୁସ ପିଇବା ଦ୍ଵାରା ତ୍ଵଚାକୁ ହାଇଡ୍ରେଟ ରଖେ ।

ଡାଳିମ୍ଵ :-ଆପଣଙ୍କ ତ୍ଵଚାର ଚମକ ବଢାଇବାକୁ ଚାହିଁଛନ୍ତି ତେବେ ଡାଳିମ୍ଵ ହେଉଛି ଏକ ଲାଭଦାକ ଜିନିଷ । ଆପଣ ପ୍ରତିଦିନ ଡାଳିମ୍ଵ ଜୁସ ପିଅନ୍ତୁ ନିଜ ସ୍କିନରେ ଚମକ ଆଣନ୍ତୁ ।

ଅମୃତଭଣ୍ଡା :-ଅମୃତଭଣ୍ଡା ଖାଲି ଖାଇବାରେ ଯେତିକି ହିତ କର ହେଇଥାଏ ତାର ଜୁସ ମଧ୍ୟ ଦେହ ପାଇଁ ସେତିକି ଲାଭଦାୟକ ହୋଇଥାଏ । ତେବେ ଏହି ଜୁସକୁ ପିଅନ୍ତୁ ସ୍କିନରେ ଚମକ ଆଣନ୍ତୁ 
 

Sponsored
skin-care-tips-best-juice-for-skin | Argus News