Videos
|
Lifestyle

ସ୍ଵପ୍ନରେ ଯଦି ଏହି ଜିନିଷ ଦେଖୁଛନ୍ତି ତେଵେ.......

Rashmita Mishra
Browse all articles by Rashmita Mishra
·2 years ago·1 min read
ସ୍ଵପ୍ନରେ ଯଦି ଏହି ଜିନିଷ ଦେଖୁଛନ୍ତି ତେଵେ.......

ଅର୍ଗସ ବ୍ୟୁରୋ: ଅନେକ ସମୟରେ ଆମେ ଵହୁତ କିଛି ସ୍ଵପ୍ନ ଦେଖିଥାନ୍ତି ।କିନ୍ତୁ ଜାଣିଛନ୍ତି କି ସ୍ଵପ୍ନରେ ଏମିତି କିଛି ଦେଖିଲେ ଅଶୁଭ ହୋଇଥାଆ। ତେଵେ ଆସନ୍ତୁ ଜାଣିଵା କଉ ସ୍ଵପ୍ନ ଦୋଖିଲେ କଣ ଅସୁଵିଧା ହେଵ। ଯଦି ଏହି ୩ଟି ଜିନିଷ ସ୍ଵପ୍ନରେ ଦୋଖୁଛନ୍ତି ତେଵେ ଘରେ ପଇସାର ସଵୁଵେଳେ ଅଭାଵ ଲାଗିରହିଥାଏ।

କହିଵାଅନୁସାରେ କିଛି ଜିନିଷର ସ୍ଵପ୍ନ ଦୋଖିଵା ଵହୁତ ଶୁଭ ହୋଇଥାଏ ଵେଳେ ଆଉ କିଛି ଦୋଖିଵା ଅଶୁଭ ହୋଇଥାଏ।ସ୍ଵପ୍ନରେ ଯଦି ଏହି ଜିନିଷ ଦେଖୁଛନ୍ତି ତେଵେ ଭଵିଷ୍ୟତରେ ଅସୁଥିଵା ଅଶୁଭ ସଙ୍କେତର ସୂଚନା ଦେଇଥାଏ

କଇଁଚି:-କୁହାଯାଏକି ସ୍ଵପ୍ନରେ କଇଁଚି ଦେଖିଵା ଅଶୁଭ ସଂଙ୍କେତ ହୋଇଥାଏ। ଯଦି କଇଁଚିର ସ୍ଵପ୍ନ ଦେଖୁଛନ୍ତି ତାହାଲେ ପରିଵାରରେ ସଵୁଵେଳେ ଝଗଡା ଲାଗିରହିଥାଏ।କେଵେ ଵନ୍ଦ ହୋଇନଥାଏ।

ଛିଡା ଚୁଟି:-ଯଦି ଅପଣ ସ୍ଵପ୍ନରେ ନି଼ଜର ଛିଡା ଚୁଟି ଦେଖୁଛନ୍ତି ତେଵେ ଏହା ଅଶୁଭ ଵୋଲି କୁହାଯାଏ। ଯଦି ଏହି ଭଳି ସ୍ଵପ୍ନ ଦେଖୁଛନ୍ତି ତେଵେ ଅଗକୁ କିଛି ଅଘଟଣ ଘଟିଵାର ଥାଏ । ଏହିପରି ସ୍ଵପ୍ନ ଆସିଲେ ପାଖରେ ସଵୁଵେଳେ ଅଭାଵ ଲାଗିରହିଥଏ। ଆଉ ଅପଣଙ୍କର ଅନେକ କ୍ଷତି ହୋଇପାରେ ମଧ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାନ୍ଧୁଥିଵା ପିଲା :-  ସ୍ଵପ୍ନରେ ଯଦି କାନ୍ଧୁଥିଵା ପିଲାକୁ ଦେଖୁଛନ୍ତି ଏହାଵି ଶୁଭ ହୋଇନଥାଏ । କୁହାଯାଏକି ଏହିଭଳି ସ୍ଵପ୍ନ ଦୋଖିଵା ଦ୍ଵାରା ଆପଣଙ୍କର ଚିନ୍ତା ଵଢିଯାଇଥାଏ। କାରଣ ସ୍ଵପ୍ନରେ କାନ୍ଧୁଥିଵା ପିଲାକୁ ଦେଖିଲେ ଵହୁତ ଵଡ କ୍ଷତି ହେଵାର ସଂଙ୍କେତ ହୋଇଥାଏ । ଆର୍ଥକ ପରିସ୍ଥିତି ସଵୁଵେଳେ ଖରାପ ହୋଇଥାଏ  

swapna-shastra-about-dream-interpretation-says-these-things-see-in-dream-bring-bad-luck-you-will-face-money-loss-financial-problems | Argus News