Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏହି ସବୁ କରନ୍ତୁ ସମାସ୍ୟା ଦୂର ହେବ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏହି ସବୁ କରନ୍ତୁ  ସମାସ୍ୟା ଦୂର ହେବ

ଅର୍ଗସ ବ୍ୟୁରୋ: କିଛି ଲୋକଙ୍କର ଶୀତ ଦିନ ହେଉକି ଖରା ଦନ ସବୁ ବେଳେ ମୁହଁ ଶୁଖୁଲା ଦେଖାଯାଇଥାଏ । ଏହାକୁ ନେଇ ଅନେକ ଜଣ ଟେନସନରେ ମଧ୍ୟ ରୁହନ୍ତି । ଆଉ କିଛି ଲୋକତ ଲସୋନ ଲଗେଇବା ପରେ ମଧ୍ୟ ମୁହଁ ଶୁଖିଲା ଦେଖାଯାଇଥାଏ । ତେବେ ଏହି ସବୁ ସମାସ୍ୟାକୁ ଦୂର କରିବା ପାଇଁ କ'ଣ ବ୍ୟବହାର କରିବେ ଜାଣନ୍ତୁ । 

:-ଆପଣ ସୂର୍ଯ୍ୟମୁଖୀ ଫୁଲ ମଂଜିର ତେଲକୁ ବ୍ୟବହାର କରିପାରିବେ । କୁହାଯାଏକି ଏହି ତେଲ ଆପଣଙ୍କ ସ୍କିନକୁ ହାଇଡ୍ରେଟ ରଖେ ।

:-ଗାଧୋଇବା ପରେ ପ୍ରତିଦିନ ପୁରା ଶରୀରରେ ନଡିଆ ତେଲ ଲଗାନ୍ତୁ ଆପଣଙ୍କ ସ୍କିନ ସଫ୍ଟ ରହିବ ବହୁତ ସମୟ ପର୍ଯ୍ୟନ୍ତ ।

 :-ପ୍ରତିଦିନ ଗାଧୋଇବା ପୂବରୁ ଅଟ୍ସକୁ ପାଉଡର କରି ମୁହଁରେ ଲଗାନ୍ତୁ ଏହାର ବହୁତ ଫାଇଦୀ ମିଳିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

:-କ୍ଷୀରରେ ଥିବା ସରକୁ ସ୍କିନରେ ଲଗାନ୍ତୁ ଆପଣଙ୍କ ସ୍କିନ ସଫ୍ଟ ରହିବ ବହୁତ ସମୟ ପର୍ଯ୍ୟନ୍ତ ।

:-ଯଦି ଆପଣଙ୍କର ଡ୍ରାଏ ସ୍କିନ ତେବେ ଆପଣ ଆଲୋଭେରା ଜେଲ ପ୍ରତିଦିନ ଲଗାନ୍ତୁ । ଆପଣଙ୍କ ସ୍କିନ ସୁସ୍ଥ ରହିବ ।ଖାଲି ସେତିକି ନୁହଁ  ଡ୍ରାଏ ସ୍କିନ ପାଇଁ ମହୁ ମଧ୍ୟ ବହୁତ ଭଲ ହେଇଥାଏ । 
 

Sponsored