Eye Health / ଖାଇବାରେ ସାମିଲ କରନ୍ତୁ ଟମାଟୋ, ଦେଖା ନଯାଉଥିଲେ ବି ସବୁ ଦିଶିବ ଜଳଜଳ...
·5 months ago·2 min read

Key Points
ସବୁଦିନ ଟମାଟୋ ଖାଆନ୍ତୁ
ମିଳିବ ଏମିତି ପାଓ୍ୱାର
ଡବଲ ହେବ ଆଖି ପାୱାର
ମିଳିବ ଏମିତି ପାଓ୍ୱାର
ଡବଲ ହେବ ଆଖି ପାୱାର
ଡବଲ ହେବ ଆଖି ପାଓ୍ୱାର। ବର୍ତ୍ତମାନ ଯେମିତି ଦେଖାଯାଉଛି, ତାଠାରୁ ଅଧିକ ଭଲ ଦେଖାଯିବ। ଯଦି ଆପଣ ଆପଣଙ୍କ ଖାଇବାରେ ସାମିଲ କରିବେ ଏହି ଖାଦ୍ୟ। ପ୍ରତ୍ୟେକ ପନିପରିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଜରୁରୀ ହୋଇଥାଏ । ସବୁ ଋତୁ ଅନୁସାରେ ପନିପରିବା, ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ଲାଭକାରୀ ଗୁଣ ରହିଛି । ଯାହା ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ସେହି ସବୁ ମଧ୍ୟରୁ ଟମାଟୋ ହେଉଛି ଅନ୍ୟତମ ।ଟମାଟୋରେ ଭିଟାମିନ୍ ଏ ଏବଂ ବିଟା-କାରୋଟିନ୍ ଥାଏ, ଯାହା ଆପଣଙ୍କ ଆଖି ପାଇଁ ଲାଭଦାୟକ। ଏହା ଆପଣଙ୍କ ଦୃଷ୍ଟିଶକ୍ତିକୁ ଉନ୍ନତ କରିଥାଏ । ଏହା ଡାଇବେଟିସ୍ ଲୋକଙ୍କ ପାଇଁ ମଧ୍ୟ ଖୁବ୍ ପ୍ରଭାବଶାଳୀ ।
ଏତିକି ନୁହେଁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରେ । ତେଣୁ ଆପଣଙ୍କ ନିତିଦିନିଆ ଖାଇବାରେ ଟମାଟୋ କିମ୍ବା ଟମାଟୋ ଜୁସ୍ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।ଏହା ଚର୍ମ, କେଶ, ହାଡ଼ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଶୀତଦିନେ ଟମାଟୋ ରସ ପିଇବା ବିଶେଷ ଫଳପ୍ରଦ ହୋଇଥାଏ । ତେବେ ଆସନ୍ତୁ ଏହାର ଅନେକ ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା । ଟମାଟୋରେ ଭିଟାମିନ୍ ସି ଏବଂ କେ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ବିଭିନ୍ନ ପୋଷକ ତତ୍ତ୍ବ ରହିଛି । ଯାହାକୁ ନିୟମିତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ।ଟମାଟୋରେ ଭିଟାମିନ୍ ସି ଗୁଣ ଥିବାରୁ ଏହା ଚର୍ମ ପାଇଁ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ । ଯାହା ସୁସ୍ଥ ଚର୍ମ ବଜାୟ ରଖିବାରେ ସାହାଯ୍ୟ କରେ । ପିଗମେଣ୍ଟେସନ୍, ବ୍ରଣ, ମୁହଁରେ ଭାଙ୍ଗ ପଡିବା ଭଳି ସମସ୍ୟାକୁ ଏହା ଦୂର କରିଥାଏ ।
.ଟମାଟୋର ଉପକାରିତା :
ଟମାଟୋରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । ଯାହା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରି ରଖିଥାଏ । ଏଥିସହ ଶରୀରରୁ ଥଣ୍ଡା ସର୍ଦ୍ଦି ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରେ । ଟମାଟୋ ଜୁସ୍ ହାର୍ଟ ପାଇଁ ରାମବାଣ ଭଳି କାମ କରେ । ଏଥିରେ ଲାଇକୋପିନ୍, ପୋଟାସିୟମ୍ ଏବଂ ଫାଇବର ରହିଛି । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ ।
ଏଥିସହ ପଢ଼ନ୍ତୁ: ଅମୃତଭଣ୍ଡା ଦେବ ଗ୍ଲୋଇଂ ସ୍କିନ୍: ଘରେ ବସି କରନ୍ତୁ ସ୍କିନ୍ କେୟାର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟମାଟୋ ରସରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ଥାଏ । ଯାହା ଓଜନ ହ୍ରାସ କରିବାରେ ସହାୟକ କରେ । ଏହାର ଜୁସ୍ ପିଇବା ଦ୍ବାରା ଭୋକକୁ ନିୟନ୍ତ୍ରଣରେ ରଖିଥାଏ । ଏହା ବ୍ୟତୀତ ଟମାଟୋ ମେଟାବୋଲିଜିମକୁ ବୃଦ୍ଧି କରି ଚର୍ବିକୁ ହ୍ରାସ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ ।ଟମାଟୋ ଜୁସ୍ ପାଚନ ପ୍ରକ୍ରିୟାରେ ଉନ୍ନତି କରିଥାଏ । ଯାହା ଏସିଡିଟି ଏବଂ ବଦହଜମୀକୁ ସହଜରେ କମ୍ କରିଥାଏ । ଟମାଟୋରେ ଫାଇବର ଥିବାରୁ ଅନ୍ତନଳୀର ସ୍ବାସ୍ଥ୍ୟ ବଜାୟ ରଖିବା ସହିତ କୋଷ୍ଠକାଠିନ୍ୟକୁ ଦୂର କରେ ।
ଟମାଟୋକୁ ଆମେ ସାଧାରଣତଃ ବିଲାତି ବୋଲି କହିଥାଉ । ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଘରେ ଘରେ ଟମାଟୋର ବ୍ୟବହାର ଖୁବ୍ ମାତ୍ରାରେ ହୋଇଥାଏ । ଟମାଟୋ ଏମିତି ଏକ ପରିବା ଯାହା ସ୍ବାଦକୁ ବଢାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ । ଟମାଟୋକୁ ସାଲାଡ୍, ସୁପ୍ ଏବଂ ଜୁସ୍ ତିଆରି କରି ଲୋକେ ଖାଇବା ପସନ୍ଦ କରିଥାଆନ୍ତି । କେବଳ କଞ୍ଚା ଟମାଟୋ ନୁହେଁ ବରଂ ଏହାର ଜୁସ୍ ମଧ୍ୟ ସ୍ବାସ୍ଥ୍ୟ ହିତକର ହୋଇଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Related Topics
Explore more stories