Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଚାଲନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·1 min read
ସୁସ୍ଥ ଶରୀର ପାଇଁ ପ୍ରତିଦିନ ଚାଲନ୍ତୁ

ଅର୍ଗସ ବ୍ୟୁରୋ: ଆପଣଙ୍କ ମଧ୍ୟରୁ କେତେଜଣ ଭାବନ୍ତି ଯେ ଆପଣଙ୍କ କେମିରି ନିଜକୁ ସୁସ୍ତ ରଖିଵେ । ଅଧିକାଂଶ ଲୋକଙ୍କ ପାଇଁ ପ୍ରତିଦିନ ଚାଲିଵାକୁ ପସନ୍ଦ କରନ୍ତି ନାହିଁ । ତେଵେ ଚାଲିଵା ଦ୍ଵାରା କଣ ଲାଭ ମିଳେ ଆସନ୍ତୁ ଜାଣିଵା 

ଅଧିକାଂଶ ଲୋକ ପ୍ରତି ୧୦୦୦ ପାଦ ଚାଲିଵାରେ ୩୦ରୁ ୪୦ କ୍ୟାଲୋରୀ କମାଇଵାକୁ ଚାହୀନ୍ତି । ଅର୍ଥାତ୍ ୧୦,୦୦୦ ଷ୍ଟେପ୍ ଚାଲିବା ଦ୍ୱାରା ସେମାନେ ପ୍ରାୟ ୩୦୦ରୁ ୪୦୦କ୍ୟାଲୋରୀ କମାଇଵେ।  ଆପଣଙ୍କ ଓଜନ, ଉଚ୍ଚତା, ଫିଟନେସ୍ ସ୍ତର, ଗତି ଏବଂ ଆପଣ କେତେ ମାତ୍ରାରେ ଚାଳୁଛନ୍ତି   ଜାିଵା ଆଵଶ୍ୟକ ।

ସୁସ୍ଥ ଶରୀରର ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ଗୁରୁତ୍ୱପୂର୍ଣ୍ଣ । ରୋଗ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧ ଶକ୍ତି ଵଢିଥାଏ । ତେଵେ ପ୍ରତିଦିନ ଚାଳିଵା ଦ୍ଵାରା ଅନେକ ଫାଇଦା ମିଳିଥାଏ । 
ଆମେ ପ୍ରତିଦିନ ଚାଲିଵା ଦ୍ଵରା ଵଢିଯାଇଥିଵା କ୍ୟାଲୋରୀଗୁଡିକର କମିଯିଵା ସହ ସମସ୍ତ ରୋଗରୁ ଦୂରରେ ରହିଵ । ତା ସହ ମେଟାବୋଲିକ୍ କମ ହୋଇଥାଏ । ତେଵେ ଆପଣ ପ୍ରତିଦିନ ଚାଲନ୍ତୁ ନିଜକୁ ସୁସ୍ଥ ରଖନ୍ତୁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weight-loss-how-many-calories-can-walking-10000-steps-burn | Argus News