Videos
|
Lifestyle

କ୍ୟାଲସିୟମର ଅଭାବ ହେଲେ ମସ୍ତିଷ୍କ ଉପରେ ପ୍ରଭାବ ପକାଏ

Rashmita Mishra
Browse all articles by Rashmita Mishra
·2 years ago·1 min read
କ୍ୟାଲସିୟମର ଅଭାବ ହେଲେ ମସ୍ତିଷ୍କ ଉପରେ  ପ୍ରଭାବ ପକାଏ

ଅର୍ଗସ ବ୍ୟୁରୋ: ଆଜିକାଲିର ଲୋକମାନେ ସମସ୍ତେ ଵାହାର ଜିନିଷ ଖାଇଵାକୁ  ପସନ୍ଦ କରିଥାନ୍ତି କିନ୍ତୁ ତାହା କେତେ ଦୂର ପର୍ଯ୍ୟନ୍ତ ସ୍ୟାସ୍ଥ ପାଇଁ ଠିକ୍ କେଵେ ଭାଵିଛନ୍ତି । ଖାଇଵାର ଅଭହେଳା ହେଲେ କ୍ୟାଲସିୟମର ଅଭାବ ଦେଖାଦିଏ । କ୍ୟାଲସିୟମର ଅଭାବ ହେଲେ ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। 

ଶରୀରରେ କ୍ୟାଲସିୟମ ଅଭାବ ହେତୁ ହାଡ ଦୁର୍ବଳ ହୋଇଯାଏ ଏବଂ ଦାନ୍ତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଏ । ଶରୀରରେ କ୍ୟାଲସିୟମର ଅଭାବ ଅତି ସାଧାରଣ କଥା । ଆଜିର ସମୟରେ ଏହି ସମସ୍ୟା  ଏଵେ ଵଢିଵାରେ ଲାଗିଛି । ଏହା ପଛରେ ଦୁଇଟି କାରଣ  ପ୍ରଥମତ  ଖାଦ୍ୟ ସହିତ ଜଡିତ ଅଭାବ ଏବଂ ଦ୍ୱିତୀୟରେ ଭିଟାମିନ୍ ଡି ର ଅଭାବ। ଏହି ଦୁଇଟି ଜିନିଷ ଶରୀରର କ୍ୟାଲସିୟମର ପରିମାଣକୁ ଵଢାଇଥାଏ । 

ଯେତେବେଳେ ଏହା ହୁଏ ନାହିଁ ଶରୀରରେ କ୍ୟାଲସିୟମର  ଅଭାବ ଦେଖାଦିଏ  ଯାହା ଇପୋକାଲ୍ସେମିଆ ସୃଷ୍ଟି କରିଥାଏ ।କ୍ୟାଲସିୟମର ଅଭାବ ସହିତ ଜଡିତ ଏହିପରି ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହାଇପୋକାଲ୍ସେମିଆ କଣ :-
ହାଇପୋକାଲ୍ସେମିଆ ହେଉଛି ଏକ ଅବସ୍ଥା ଯାହା  ଆପଣଙ୍କ ରକ୍ତରେ କ୍ୟାଲସିୟମ୍ ସ୍ତର ଅତ୍ୟଧିକ କମ୍ ହୋଇଯାଏ । ସ୍ୟାସ୍ଥ ଅବସ୍ଥା ହାଇପୋକାଲ୍ସେମିଆର କାରଣ ହୋଇପାରେ କିନ୍ତୁ ଏହା ପ୍ରାୟତ ଆପଣଙ୍କ ଶରୀରରେ ପାରାଥାଇରଏଡ୍ ହରମୋନ୍  କିମ୍ବା ଭିଟାମିନ୍ ଡି ର ଅଭାଵ ଦେଖାଦେଇଥାଏ।ଏଥିରେ ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇପାରେ । କ୍ୟାଲସିୟମର ପରିମାଣ କମିଲେ ଅତ୍ୟଧିକ ଥକାପଣ ଲାଗିଥାଏ।କ୍ୟାଲସିୟମ ଅଭାବ ସହିତ ଜଡିତ ଥକ୍କା, ମୁଣ୍ଡ ବୁଲାଇବା ଏବଂ ମସ୍ତିଷ୍କର ଲକ୍ଷଣ ଦେଖାଯଏ। 

ଆପଣ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଡି ଖାଇଵା ଉଚିତ ଯାହା କ୍ୟାଲସିୟମର ଅଭାବକୁ ଦୂର କରିଵ  ।ଏସବୁ ବ୍ୟତୀତ ପ୍ରତି  ମାସରେ କ୍ୟାଲସିୟମ ପରୀକ୍ଷା କରନ୍ତୁ ।  ତେଣୁ ଏହି ସବୁ ଜିନିଷକୁ ଧ୍ୟାନରେ ରଖିଲେ ଶରୀରକୁ କ୍ୟାଲସିୟମ ଅଭାବରୁ ଦୂରେଇ ରଖିପାରିଵେ ।

what is hypocalcemia symptoms of too low calcium | Argus News