Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଅଣ୍ଠୁ ଗଣ୍ଠିରୁ ମୁକ୍ତି ପାଇଵେ ଏହା ଦ୍ଵାରା

Rashmita Mishra
Browse all articles by Rashmita Mishra
·2 years ago·1 min read
ଅଣ୍ଠୁ ଗଣ୍ଠିରୁ ମୁକ୍ତି ପାଇଵେ ଏହା ଦ୍ଵାରା

ଅର୍ଗସ ବ୍ୟୁରୋ:  ଆଜିକାଲି ଜୀବନଶୌଳୀ ପରିବର୍ତ୍ତନ ହେତୁ ଲୋକମାନେ ଅନେକ ସମସ୍ୟା  ସମୁଖିନ ହେଉଛନ୍ତି । ଵୟସ ଟିକେ ଵଢିଵା ମାତ୍ରେ ଗଣ୍ଠି ଯନ୍ତ୍ରଣା ଓ ମେରୁଦଣ୍ଡ ଯନ୍ତ୍ରଣାର ଵଢିଵାକୁ ଲାଗିଥାଏ ।ଏହା ବୃଦ୍ଧ ଵ୍ୟକ୍ତି ନୁହନ୍ତି ଵଂର ଯୁବକମାନେ ଏହି ଅସୁଵିଧା ଶିକାର ହେଉଛନ୍ତି ।  ଯେଉଁମାନଙ୍କର ଗଣ୍ଠି ଯନ୍ତ୍ରଣା ହୋଉଛି ସେମାନଙ୍କର ଆଣ୍ଠୁ, ଗୋଇଠି, ହାତଗୋଡ, ଓ କାନ୍ଧରେ ମଧ୍ୟ ଵହୁତ ଯନ୍ତ୍ରଣା ଅନୁଭୁତ ହୁଏ । 

ଏପରି ପରିସ୍ଥିତିରେ ଯଦି ଆପଣ ଗଣ୍ଠି କିମ୍ବା ମେରୁଦଣ୍ଡର ଯନ୍ତ୍ରଣା ଭୋଗୁଛନ୍ତି ତେବେ ଆପଣ ଔଷଧ ଖାଇଵା ସହ କିଛି ଘରୋଇ ଉପଚାର ଵ୍ୟଵହାର କରିଵା ଉଚିତ । ଗଣ୍ଠି ଯନ୍ତ୍ରଣାରେ ଔଷଧ ଖାଇଵା ତେଳ ମାଲିସର ଆଵଶ୍ୟକତା ରହିଛି । ତେଵେ କେଉଁ ତେଳ ଵ୍ୟଵହାର କରିଵେ ଆସନ୍ତୁ ଜାଣିଵା । 

ଯନ୍ତ୍ରଣାରୁ ମୁକ୍ତି ତେଲ ତିଆରି  ଉପାଦାନ :-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧ଲିଟର ତେଲ ,ଅଳ୍ପ ଜୁଆଣି, ମେଥି ,୬-୮ଲବଙ୍ଗ ,ଅଦା, ରସୁଣ କଟା,ହଳହୀ ପାଉଡର, ୪-୫  ନିରଗୁଣ୍ଡି ପତ୍ର 

ଏହି ପରି ତେଲରୁ ପ୍ରସ୍ତୁତ କରନ୍ତି :-
ପ୍ରଥମେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ । ଗରମ ହେବା ପରେ ଏଥିରେ ରସୁଣ ପକାନ୍ତୁ  କିଛି ସେକେଣ୍ଡ ପରେ ଅଦା ମିଶାନ୍ତୁ । ଏହା ପରେ ହଳଦୀ, ଜୁଆଣି, ମେଥି ,ନିରଗୁଣ୍ଡି ପତ୍ର ପକାଇ ଭଲ ଭାବରେ ରାନ୍ଧନ୍ତୁ । ଏବେ ଏହାକୁ କମ୍ ନିଆଁରେ ରାନ୍ଧ । ଏହା ଆପଣଙ୍କୁ ପ୍ରାୟ ୧ ରୁ ୨ ଘଣ୍ଟା ଲାଗିବ । ଏହା ପରେ ଥଣ୍ଡା ହେବା ପରେ ଏହାକୁ ଏକ ବୋତଲରେ ଭରନ୍ତୁ | ତୁମର ପେଡାଣ୍ଟକ୍ ତେଲ ପ୍ରସ୍ତୁତ ।ଏହାକୁ ଗଣ୍ଠିରେ ଦିନକୁ ଦୁଇଥର ମସାଜ୍ କରନ୍ତୁ ।
 

Sponsored
relief from joint pain with this ayurvedic oil know how to make it | Argus News