ଜୁଲାଇ ୨୩ରେ ଆସିବ କେନ୍ଦ୍ର ବଜେଟ
·2 years ago·1 min read

ଅର୍ଗସ ବ୍ୟୁରୋ: ଜୁଲାଇ ୨୩ରେ ଆସିବ କେନ୍ଦ୍ର ବଜେଟ । ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କ ସୂଚନା । ଜୁଲାଇ ୨୨ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ 12 ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଫେବ୍ରୁଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ ହୋଇଥିଲା ।
Hon’ble President of India, on the recommendation of Government of India, has approved the proposal for summoning of both the Houses of Parliament for the Budget Session, 2024 from 22nd July, 2024 to 12 August, 2024 (Subject to exigencies of Parliamentary Business). Union Budget,…
— Kiren Rijiju (@KirenRijiju) July 6, 2024
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦି ସରକାରର ଏହା ପ୍ରଥମ ବଜେଟ୍ । କେଉଁ ବିଭାଗକୁ କେତେ ଟଙ୍କା ଘୋଷଣା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।