Videos
|
National

ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଦାୟିତ୍ବ,ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ 

Sangram Tripathy
Browse all articles by Sangram Tripathy
·1 year ago
ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଦାୟିତ୍ବ,ହେଲେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ 

ଅର୍ଗସ ବ୍ୟୁରୋ:ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ମିଳିଛି ଗୁରୁଦାୟିତ୍ବ। ଟାଟା ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପର୍ତ୍ତି ହୋଇଛି। ରତନ ଟାଟାଙ୍କ ସାନ ଭାଇ ନୋଏଲ ଟାଟା। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ , ୮୬ ବର୍ଷ ବୟସରେ ପରଲୋକ ଘଟିଛି,ଫଳରେ କିଏ ହେବ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ସେ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଛି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After Ratan Tata's exit, Noel Tata takes over as new Chairman of Tata Trusts | Argus News