Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବନ୍ଦେ ଭାରତ ପରେ ଏବେ ଅମୃତ ଭାରତ ଟ୍ରେନ ହେବ ଚଳାଚଳ

National

ବନ୍ଦେ ଭାରତ ପରେ ଏବେ ଅମୃତ ଭାରତ ଟ୍ରେନ ହେବ ଚଳାଚଳ

Banajyotshna Ray
Browse all articles by Banajyotshna Ray
·2 years ago
ବନ୍ଦେ ଭାରତ ପରେ ଏବେ ଅମୃତ ଭାରତ ଟ୍ରେନ ହେବ ଚଳାଚଳ

ଅର୍ଗସ ବ୍ୟୁରୋ:  ବନ୍ଦେ ଭାରତ ପରେ ଏବେ ଅମୃତ ଭାରତ। ଦେଶରେ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଚଳାଚଳ କରିବା ପରେ ଏବେ ସୁପରଫାଷ୍ଟ ଅମୃତଭାରତ ଟ୍ରେନ ଚଳାଚଳ କରିବା ପାଇଁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖରେ ଏହାର ଶୁଭ ଉଦଘାଟନ କରିବାକୁ ଯାଉଛନ୍ତି। ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଦିଲ୍ଲୀରୁ ଅଯୋଧ୍ୟା ଦେଇ ଦରଭଙ୍ଗା ଚଳାଚଳ କରିବ। ସେହିପରି ଦ୍ବିତୀୟ ଟ୍ରେନ ଟି ମାଲଦାରୁ ବାଙ୍ଗାଲୋର ଚାଲିବ। ପ୍ରଧାମନ୍ତ୍ରୀ ଏହି ଦୁଇ ଟ୍ରେନ ର ଶୁଭାରମ୍ଭ କରିବା ସହ ଆଉ 6ଟି ନୂଆ ଟ୍ରେନ ର ଶୁଭାରମ୍ଭ କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
‘Amrit Bharat Train’ with ‘push-pull technology’ set for imminent flag-off | Argus News