Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଶ୍ମୀରରେ ଭୀଷଣ ଶୀତ ଯୋଗୁଁ `ଡାଲ୍' ହ୍ରଦରେ ଜମିଲା ବରଫ ଆସ୍ତରଣ

National

କାଶ୍ମୀରରେ ଭୀଷଣ ଶୀତ ଯୋଗୁଁ `ଡାଲ୍' ହ୍ରଦରେ ଜମିଲା ବରଫ ଆସ୍ତରଣ

Rashmita Mishra
Browse all articles by Rashmita Mishra
·1 year ago
କାଶ୍ମୀରରେ ଭୀଷଣ ଶୀତ ଯୋଗୁଁ `ଡାଲ୍' ହ୍ରଦରେ ଜମିଲା ବରଫ ଆସ୍ତରଣ

ଅର୍ଗସ ବ୍ୟୁରୋ: କାଶ୍ମୀର ଘାଟିରେ ଭୀଷଣ ଶୀତ ଯୋଗୁଁ `ଡାଲ୍' ହ୍ରଦରେ ଜମିଲା ବରଫ ଆସ୍ତରଣ । ଲେକ୍ ର ପାଣି ଉପରେ ମୋଟାର ବରଫ ଜମି ରହିଥିବାବେଳେ ପାଣି ପାଇପ୍ ଲାଇନ ସମ୍ପୂର୍ଣ୍ଣ ଫ୍ରିଜ୍ ହୋଇଯାଇଛି । ଶୀତ ଦିନେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ କାଶ୍ମୀର । ଖାସ୍ କରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଡାଲ୍ ଲେକ୍ ରେ ପ୍ରବଳ ଭିଡ଼ ଜମେ । ହ୍ରଦ ଚାରିକଡେ ଘେରି ରହିଥିବା ବରଫ ଚାଦରରେ ଢାଙ୍କି ହୋଇଥିବା ପାହାଡ଼ ସହ ପାଣିରେ ଶିକାରାର ମଜ୍ଜା ନେଇଥାନ୍ତି ଲୋକେ ।


ଶୀତର ପ୍ରକୋପ ଅଧିକ ବଢି ଯାଇଥିବାରୁ ଏବେ ପୁରା ଲେକ୍ ରେ ଜମି ଯାଇଥିବାର ଦେଖିବାକୁ ମିଳିଛି । ଦେଖନ୍ତୁ, କିପରି ହ୍ରଦ ସାରା ବରଫ ଖଣ୍ଡ ଭାସୁଛି । ଶ୍ରୀନଗରରେ ଥିବା ଏହି ପର୍ଯ୍ୟଟନସ୍ଥଳୀରେ ବର୍ତ୍ତମାନ ତାପମାତ୍ରା 1 ଡିଗ୍ରୀ ଥିବା ରେକର୍ଡ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dal Lake covered in snow due to severe cold in Kashmir | Argus News