Videos
|
National

ସାରା ଦେଶରେ ନିଯୁକ୍ତି ମେଳା, ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ମିଳିଲା ନିଯୁକ୍ତିପତ୍ର

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ସାରା ଦେଶରେ ନିଯୁକ୍ତି ମେଳା, ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ମିଳିଲା ନିଯୁକ୍ତିପତ୍ର

ଅର୍ଗସ ବ୍ୟୁରୋ : ସାରା ଦେଶରେ ରୋଜଗାର ମେଳା କାର୍ଯ୍ୟକ୍ରମର ଆୟୋଜନ। ଦେଶର 45ଟି ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ। 71 ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ମିଳିଲା ନିଯୁକ୍ତିପତ୍ର। ଦିଲ୍ଲୀରେ ଆୟୋଜିତ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ। କହିଲେ ଯୁବକଙ୍କ ଅନେକ ବର୍ଷର ସପ୍ନ ପୂରଣ ହେଉଛି। ଗତ ଦେଢ଼ ବର୍ଷରେ 10 ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ମିଳିଛି। ପୂର୍ବରୁ କେବେ ଏଭଳି ମିଶନ ମୋଡ଼ରେ ସରକାରୀ ଚାକିରୀ ମିଳିନାହିଁ। ବିକଶିତ ଭାରତର ସଂକଳ୍ପ ପୂରଣ ହେବ କହିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏକା ସାଙ୍ଗ ରେ ନିଯୁକ୍ତି ପାଇବେ 71 ହଜାର ରୁ ଅଧିକ ଯୁବକ ଯୁବତୀ । ରୋଜଗାର ମେଳା କାର୍ଯ୍ୟକ୍ରମ ରେ ସାରା ଦେଶ ର45 ଟି ସ୍ଥାନ ରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ଙ୍କ ନରେନ୍ଦ୍ର ମୋଦୀ । ରୋଜଗାର ମେଳା ରେ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ । ଯୁବକ ଙ୍କ ଅନେକ ବର୍ଷ ର ସପ୍ନ ପୂରଣ ହେଉଛି ।


2024 ର ଏହି ବର୍ଷ ଆପଣ ଓ ଆପଣଙ୍କ ପରିବାର କୁ ନୂଆ ଖୁସି ଦେଉଛି । 10 ବର୍ଷ ରେ ସରକାର ଙ୍କ ବିଭିନ୍ନ ମନ୍ତ୍ରା ଳୟ ଓ ସଂସ୍ଥା ରେ ସରକାରୀ ଚାକିରୀ ଦେବାର । ଗତ ଦେଢ଼ ବର୍ଷ ମଧ୍ୟରେ 10 ଲକ୍ଷ ଯୁବକଙ୍କୁ ପକ୍କା ସରକାରୀ ଚାକିରୀ ମିଳିଛି । ପୂର୍ବରୁ କୌଣସି ସରକାର ସମୟରେ ଏଭଳି ମିଶନ ମୋଡ଼ ରେ ସରକାରୀ ଚାକିରୀ ମିଳିନି । 2047 ବିକଶିତ ଭାରତ ହେବାର ସଂକଳ୍ପ ନେଇଛୁ । ମେକ ଇନ ଇଣ୍ଡିଆ, ଆତ୍ମ ନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଭଳି ନୀତି ର ଲାଭ ଯୁବକ ଙ୍କୁ ମିଳିଛି । ଭାରତ ର ଯୁବକ ସବୁ ସେକ୍ଟର ରେ ଗୌରବ ଆଣିଛି । ଆଜି ଭାରତ ମୋବାଇଲ ନିର୍ମାଣ ରେ ବିଶ୍ୱ ର ଦ୍ଵିତୀୟ ସବୁଠୁ ବଡ଼ ଦେଶ ହୋଇଛି । ନୂଆ ଭାରତ ର ନିର୍ମାଣ ପାଇଁ ଦେଶ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ର ଆବଶ୍ୟକତା ଥିଲା । ନ୍ୟାସନାଲ ଏଜୁକେସନ ପଲିସି ଜରିଆରେ ଦେଶ ଏବେ ସେହି ଦିଗ ରେ ଆଗକୁ ବଢୁଛି । ପୂର୍ବରୁ ଶିକ୍ଷା ବ୍ୟବସ୍ଥା ଛାତ୍ର ଙ୍କ ଉପରେ ବୋଝ ହେଉଥିଲା । ଏବେ ଛାତ୍ର ଙ୍କୁ ନୂଆ ବିକଳ୍ପ ମିଳୁଛି । ଅଟଳ ଟିଙ୍କରିଙ୍ଗ ଲ୍ୟାବ ଓ ଆଧୁନିକ ପିଏମ ଶ୍ରୀ ସ୍କୁଲ ଜରିଆରେ ଛୋଟ ବେଳୁ ନୂଆ ମାଇଣ୍ଡ ସେଟ ତିଆରି କରୁଛି । ଆଜି ର ସଫଳତା ସରକାରୀ କର୍ମଚାରୀ ନିଜ ପରିଶ୍ରମ ରୁ ତିଆରି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: