ଜମ୍ମୁ କାଶ୍ମୀରର ପୁଞ୍ଛରେ ବଡ଼ ଧରଣର ଦୁର୍ଘଟଣା,୫ ଯବାନ ସହିଦ
·1 year ago

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଦୁର୍ଘଟଣା । ସେନା ଗାଡ଼ି 3 ଶହ 50 ଫୁଟ ଖାଇକୁ ଖସିବା ଫଳରେ 5 ଜଣ ଯବାନଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ 3ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ପୁଞ୍ଛରେ ହ୍ବାଇଟ କିଙ୍ଗ କପ୍ସର ଯବାନ ପାଟ୍ରୋଲିଂରେ ଯାଉଥିବାବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରେସକ୍ୟୁ ଅପରେସନ ଜାରି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: