Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବନ ବିଭାଗକୁ ମମତାଙ୍କ ପ୍ରଶଂସା, ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଛି ସଫଳତା

Banajyotshna Ray
Browse all articles by Banajyotshna Ray
·1 year ago
ବନ ବିଭାଗକୁ ମମତାଙ୍କ ପ୍ରଶଂସା, ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଛି ସଫଳତା

ଅର୍ଗସ ବ୍ୟୁରୋ:  ବନ ବିଭାଗକୁ ମମତାଙ୍କ ପ୍ରଶଂସା । ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଛି ସଫଳତା । ସାମ୍ନାକୁ ଆସିଲା ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁ ଲାଇଜ କରାଯିବା ପରର ଚିତ୍ର । ଟ୍ରାଙ୍କୁ ଲାଇଜ ପରେ ବି ପୁରା ଚେତା ହରାଇ ନ ଥିଲା ଜିନ୍ନତ । ଏକ୍ସ ପୋଷ୍ଟରେ ଭିଡିଓ ସେୟାର କରି ବନ ବିଭାଗ ଓ ଜିଲ୍ଲାପ୍ରଶାସନକୁ ପ୍ରଶଂସା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରି ଧରିଛନ୍ତି । ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରିବ ବାଘୁଣୀ ‘ଜିନ୍ନତ’ ।


ଶିମିଳିପାଳ ବାଘୁଣୀ ‘ଜିନ୍ନତ’କୁ ନେଇ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିଲା । ଶିମିଳିପାଳରୁ ପ୍ରଥମେ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଥିଲା ବାଘୁଣୀ ‘ଜିନ୍ନତ’ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:



Sponsored
Mamata praises the Forest Department, Forest Department has achieved success after a lot of efforts | Argus News