Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦିଙ୍କୁ ପୈଗାମ୍ ଦେଇଥିଲ, ଭୋଗିଲ | Operation Sindoor | Ind Pak War

National

ମୋଦିଙ୍କୁ ପୈଗାମ୍ ଦେଇଥିଲ, ଭୋଗିଲ | Operation Sindoor | Ind Pak War

Jyoti Prakash Mallick
Browse all articles by Jyoti Prakash Mallick
·1 year ago

ସାରା ଦେଶ ଆଜି ଅପରେସନ ସିନ୍ଦୂରକୁ ନେଇ ଗର୍ବିତ। ଭାରତୀୟ ସେନା ଏହି ଟପ୍ ସିକ୍ରେଟ୍‌ ମିଶନକୁ ଅତ୍ୟନ୍ତ ଗୋପନୀୟ ଭାବରେ ଶେଷ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେବଳ କିଛି ଲୋକ ହିଁ ଏହି ଅପରେସନ ବିଷୟରେ ଜାଣିଥିଲେ। ଏନଏସଏ ଅଜିତ ଡୋଭାଲ ଆକ୍ରମଣର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଏନଏସଏ ଡୋଭାଲଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଭାରତୀୟ ବିମାନ, ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ। ମେ ୬ ଏବଂ ୭ ମଧ୍ୟବର୍ତ୍ତୀ ରାତିରେ, ଭାରତୀୟ ନୌସେନା, ସେନା ଏବଂ ବାୟୁସେନା ଏକ ମିଳିତ ଅପରେସନରେ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମୋଦିଙ୍କୁ ପୈଗାମ୍ ଦେଇଥିଲ, ଭୋଗିଲ | Operation Sindoor | Ind Pak War | Argus News