Videos
|
National

ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Banajyotshna Ray
Browse all articles by Banajyotshna Ray
·1 year ago
ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଅର୍ଗସ ବ୍ୟୁରୋ:  ସଂସଦରେ ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ...ଦିଲ୍ଲୀ ପୋଲିସ ଏ ନେଇ ଦେଲା ସୂଚନା...ସେପଟେ ମହିଳା ଆୟଗ ଲୋକସଭା ଚେୟାରମ୍ୟାନଙ୍କୁ ରାହୁଲଙ୍କ ବିରୋଧରେ ଆକ୍ସନ ନେବାକୁ ଲେଖିଲା ଚିଠି ....ଦୁଇ ସାଂସଦଙ୍କୁ ଧକ୍କା ଓ ମହିଳା ସାଂସଦଙ୍କୁ ଅସଦାଚରଣ କରି ବିବାଦରେ ଫସିଛନ୍ତି ରାହୁଲ ଗାନ୍ଧି...ଦିଲ୍ଲୀ ଆରଏମଏଲ ହସିପିଟଲରେ ଦୁଇ ଆହତ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମହେଶ ରାଜପୁତଙ୍କ ଚିକିତ୍ସା ଜାରୀ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Parliament 'assault' case against Rahul Gandhi transferred to Crime Branch | Argus News