Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁଏତରେ ଗଞ୍ଜାମ ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

Rashmita Mishra
Browse all articles by Rashmita Mishra
·1 year ago
କୁଏତରେ ଗଞ୍ଜାମ ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: କୁଏତରେ ଗଞ୍ଜାମ ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । କୁଏତ କେବେ ଆସିଲେ ଓ କ'ଣ ପଢ଼ିଛନ୍ତି ପଚାରିଲେ ପିଏମ୍ । ୧୬ ମାସ ହେବ କୁଏତ ଆସିଥିବା ମୋଦିଙ୍କୁ କହିଛନ୍ତି ଯୁବକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପାଠ ପଢିଛନ୍ତି । ପ୍ରବାସୀ ଭାରତୀୟ ଦିବସ ମନାଇବା ପାଇଁ ଓଡ଼ିଶାକୁ ମୌକା ମିଳିଛି । ଏହାଦ୍ବାରା ଓଡ଼ିଶା ରାଜ୍ୟର କଳା, ସଂସ୍କୃତି ବିଶ୍ବରେ ପହଞ୍ଚିବାର ସୁଯୋଗ ମିଳିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇବା ସହ ନମନ କରିଛନ୍ତି ଯୁବକ । ଏହି ଅବସରରେ ପିଏମ୍ କହିଛନ୍ତି, ଭାରତ ଆଗକୁ ଯିବା ପଛରେ ଦେଶର 125 କୋଟି ଲୋକଙ୍କ ପରିଶ୍ରମ ରହିଛି । ଭାରତ ପ୍ରଗତି ପଛରେ ଶ୍ରମିକଙ୍କ ଯୋଗଦାନ ରହିଛି । ଆପଣଙ୍କ ଝାଳବୁହା ପରିଶ୍ରମର ଟଙ୍କା ଦେଶ ବିକାଶରେ ଲାଗୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi interacts with Ganjam youth in Kuwait | Argus News