Videos
|
National

ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଅର୍ଗସ ବ୍ୟୁରୋ:  ଆଜି ଖ୍ରୀଷ୍ଟମାସର ପୂର୍ବରୁ କ୍ୟାଥୋଲିକ୍ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆ (କେବିସି) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ... ସ୍ମରଣୀୟ ହେବାକୁ ଯାଉଛି କାରଣ କେବିସି ଏହାର 80 ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ତେଣୁ ଏହା ଏକ ସ୍ମରଣୀୟ ମୁହୁର୍ତ ଏବଂ ମୁଁ କେବିସି ସହିତ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ..... ପୋପ୍ ଫ୍ରାନ୍ସିସ୍ ଙ୍କ ଠାରୁ ସର୍ବଦା ସ୍ନେହ ପାଇଥିବାରୁ ନିଜକୁ.ଭାଗ୍ୟବାନ୍ ମନେକରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ..


ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଦଶନ୍ଧି ଧରି ଯୁଦ୍ଧରେ ପ୍ରଭାବିତ ଆଫଗାନିସ୍ତାନରୁ ଫାଦର୍ ଆଲେକ୍ସସ୍ ପ୍ରେମ କୁମାରଙ୍କୁ ସୁରକ୍ଷିତ ଭାବେ ଆଣିବା ର ସେ ଚାଂଚଲ୍ୟପୂର୍ଣ ମୁହୁର୍ତକୁ ମନେ ପକାଇଥିଲେ..ତେବେ. ଆମ ପାଇଁ ଏହି ସମସ୍ତ ମିଶନ କେବଳ କୂଟନୈ.ତିକ ମିଶନ ନୁହେଁ ବରଂ ପରିବାର ସଦସ୍ୟଙ୍କୁ ଫେରାଇ ଆଣିବା ପାଇଁ ଏକ ଭାବପ୍ରବଣ ପ୍ରତିବଦ୍ଧତା ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

PM Modi to attend Christmas celebrations hosted by Catholic Bishops' Conference of India | Argus News