Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୟପୁର ଭାନ୍‌କ୍ରୋଟା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା: ୫ ଜୀବନ୍ତ ଦଗ୍ଧ

Ritu Das
Browse all articles by Ritu Das
·1 year ago
ଜୟପୁର ଭାନ୍‌କ୍ରୋଟା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା: ୫ ଜୀବନ୍ତ ଦଗ୍ଧ

ଅର୍ଗସ ବ୍ୟୁରୋ: ରାଜସ୍ଥାନ ଜୟପୁର ଭାନ୍‌କ୍ରୋଟା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। ହୁ ହୁ ହୋଇଗଲା ଜଳିଗଲା 40ରୁ ଅଧିକ ଗାଡ଼ି, 5 ଜୀବନ୍ତ ଦଗ୍ଧ ହୋଇଛନ୍ତି। LPG ଓ CNG ଟ୍ୟାଙ୍କର ମଧ୍ୟରେ ଧକ୍କା ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।


20ରୁ ଅଧିକ ଗୁରୁତର ସ୍ଥାନୀୟ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିଆଁ ଆୟତ୍ତ କରିବା ପାଇଁ 20ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Series of accidents in Jaipur's Vancrota area: 5 burnt alive | Argus News