Videos
|
National

୭ ବର୍ଷ ପର୍ଯ୍ୟନ୍ତ ଭୂତ କଲା ସଙ୍ଘାତିକ ହଇରାଣ, ଶେଷରେ...

Manini Pattanayak
Browse all articles by Manini Pattanayak
·2 years ago·1 min read
୭ ବର୍ଷ ପର୍ଯ୍ୟନ୍ତ ଭୂତ କଲା ସଙ୍ଘାତିକ ହଇରାଣ, ଶେଷରେ...

 ନୂଆଦିଲ:  ୧୬ ବର୍ଷ ଝିଅ  ଏନେଲିଶ ମିଶେଲ  କୁ ଲାଗିଲା ଭୂତ।  ୭ ବର୍ଷ ପର୍ଯ୍ୟନ୍ତ  ଝିଅର ଶରୀରକୁ ଛାଡିକି ଗଲା ନାହିଁ ଭୂତ। ଅଜିବ ଗରିବ  ଶଦ୍ଧ  କରିବା ସହ  ବୁଢିଆଣି ଖାଇ  କୁକୁର ପରି ଭୁକିଲା।  ଅନେକ ଡାକ୍ତରୀ ଚିକିତ୍ସା  ବିଫଳ ପରେ   ୬୭ ଝଡାଫୁଙ୍କା ମଧ୍ୟ କିଛି କାମ କଲା ନାହିଁ। ଏହାପରେ ସେ ଅନୁଭବ କଲେ ଯେ ତାଙ୍କୁ ଭୂତ ଲାଗୁଛି।  ଏପରି ଏକ ସତ୍ୟ ଖବର ଶୁଣିଲେ ଲୋମ ଠିଆ ହୋଇଯିବ ।

ଏନେଲିଶଙ୍କର ଏହି କାହାଣି ସେତେବେଳେ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ପ୍ରଥମ ପକ୍ଷାଘାତ ଆକ୍ରମଣ ହୋଇଥିଲା।   ଏବଂ ଏହା ପରେ ତାଙ୍କୁ ବାତ ମାରିବା ପରି ହୁଏ। ଚେହେରା ପୁରା ରାକ୍ଷସୀ ଭଳି ଦିଶିବା ଆରମ୍ଭ କଲା। ଡାକ୍ତରୀ ଚିକିତ୍ସା ବିଫଳ ହେବା ପରେ  ଚର୍ଚ୍ଚ ରେ ୬୭ ଥର ଝଡାଫୁକା କରାଗଲା  ତାହା ମଧ୍ୟ କାମ କଲା ନାହିଁ।  ନିଜ ଭାଷା ଛାଡି ଅନ୍ୟ କିଛି ଭାଷାରେ କଥା ହେଉଥିଲେ ଏନେଲିସା। ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ନିଜ  ମୁତ୍ର ପିଉଥିଲା ଏନେଲିସା । ଧିରେ ଧିରେ ଏନେଲିଶାଙ୍କ ବ୍ୟବହାର ଅଜିବ ଗରିବ ହେବାରେ ଲାଗିଲା।  ଦେହରେ ଭୁତ ରହିବା ଯୋଗୁଁ  ଶେଷରେ ୨୩ ବର୍ଷ ବୟସରେ ଆନେଲିସାର  ମୃତ୍ୟୁ ଘଟିଲା ।  ଏନେଲିଶାଙ୍କ କାହାଣୀ ନେଇ ଏକ ହଲିଉଡ୍‌ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି। 
ଅଧିକ ପଢନ୍ତୁ ଭାରତ  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: