Videos
|
National

ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ମନ୍ଦିର

Smruti Parija
Browse all articles by Smruti Parija
·1 year ago
ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ମନ୍ଦିର

Key Points

ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ମନ୍ଦିର

ଅର୍ଗସ ବ୍ୟୁରୋ: ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ମନ୍ଦିର । ପୁଲିସକର୍ମୀ ଶିବଲିଙ୍ଗ ଉପରୁ ଧୂଳି ସଫା କରି ଘଣ୍ଟି ବଜାଇଛନ୍ତି । ସମ୍ଭଲରେ ପ୍ରଶାସନ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 46 ବର୍ଷ ପରେ ବିବାଦ ଘେରରେ ରହି ଆସିଥିବା ମନ୍ଦିରର ଦ୍ୱାର ଖୋଲିଛନ୍ତି । ପୋଲିସ କର୍ମଚାରୀମାନେ ଶିବଲିଙ୍ଗ ଏବଂ ଅନ୍ୟ ଦେବତା ଏବଂ ଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ନିଜ ହାତରେ ସଫା କରିଥିଲେ । ଗତ ନଭେମ୍ବର ୨୪ରେ ଏଠାରେ ଥିବା ସାହି ଜାମା ମସଜିଦ୍ ନିକଟରେ ASIକୁ ମିଳିଥିବା ଏକ କୋର୍ଟ ଅର୍ଡରକୁ ନେଇ ହିଂସାକାଣ୍ଡ ହୋଇଥିଲା । 1978ରେ ବିବାଦ କାରଣରୁ ଏଠାରେ ପୂଜା ବନ୍ଦ ହୋଇଯାଇଥିବା ଜଣାପଡିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
temple-reopens-in-sambhal-after-46-years | Argus News