ତିନି ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ନିପାତ
·1 year ago

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ପିଲଭିଟରେ ଏନକାଉଣ୍ଟର । ଏଥିରେ ତିନି ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଉତ୍ତରପ୍ରଦେଶ ଓ ପଂଜାବ ପୋଲିସ ପକ୍ଷରୁ ଏହି ମିଳିତ ଅପରେସନ କରାଯାଇଥିଲା । ସେମାନଙ୍କ ଠାରୁ ଦୁଇଟି ଏକେ ସିରିଜ ରାଇଫଲ ଓ ପିସ୍ତଲ ଜବତ ହୋଇଛି । ଏହି ତିନି ଆତଙ୍କବାଦୀ ଡିସେମ୍ବର ୧୯ ପଂଜାବ ଗୁରୁଦାସପୁର ଗ୍ରେନେଡ୍ ଆକ୍ରମଣରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: