Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁମ୍ବାଇରେ ପ୍ରବଳ ଧୂଳି ଝଡ଼ ଯୋଗୁଁ ଭାଙ୍ଗିଲା ହୋର୍ଡିଂ, 3 ମୃତ

Manini Pattanayak
Browse all articles by Manini Pattanayak
·2 years ago
ମୁମ୍ବାଇରେ ପ୍ରବଳ ଧୂଳି ଝଡ଼ ଯୋଗୁଁ ଭାଙ୍ଗିଲା ହୋର୍ଡିଂ, 3 ମୃତ

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ଧୂଳି ଝଡ଼ ଯୋଗୁଁ ଭାଙ୍ଗିଲା ହୋର୍ଡିଂ।  ଘାଟକୋପରରେ ହୋର୍ଡିଂ ତଳେ ଚାପି ହୋଇ 3 ମୃତ।  59 ଆହତ, 67 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା। ଘଟଣାସ୍ଥଳରେ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି। ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Today, on 13/05/2024, around 16:30, a sudden storm and heavy rain led to a devastating incident. | Argus News