Videos
|
National

ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ

Ritu Das
Browse all articles by Ritu Das
·10 months ago
ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ

Key Points

ଭୁଶୁଡ଼ୁଛି ମାଓଗଡ଼ । ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ ।

ଭୁଶୁଡ଼ୁଛି ମାଓଗଡ଼ । ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ମାଓବାଦୀ। ଭାଲୁଡିହି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ମୁହାଁମୁହିଁ ହୋଇଥିଲେ।


CRPFର କୋବ୍ରା କମାଣ୍ଡୋଙ୍କ ବଡ଼ ଅପରେସନ୍‌ରେ ଏହି ସଫଳତା ମିଳିଛି। ମାଓ କମାଣ୍ଡର ମୋଡେମ୍ ବାଲକ୍ରିଷ୍ଣା ଓରଫ୍ ଭାସ୍କର ନିହତ ହୋଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10 Maoists Killed in Encounter with CRPF Forces | Argus News | Argus News