Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ

National

୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ

Smruti Parija
Browse all articles by Smruti Parija
·1 year ago·1 min read
୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ

ଅର୍ଗସ ବ୍ୟୁରୋ: କେନ୍ଦ୍ର ବଜେଟରେ କୃଷି ଓ କୃଷକଙ୍କ ଉପରେ ଫୋକସ୍ । କୃଷି ଓ ତତ୍ ସମ୍ପର୍କିତ କ୍ଷେତ୍ର ପାଇଁ 1.52 ଲକ୍ଷ କୋଟି ଘୋଷଣା ହୋଇଛି । 32ଟି ଫସଲର 109 କିସମ ଅଣାଯିବ । 400ଟି ଜିଲ୍ଲାରେ ଫସଲ ଡିଜିଟାଲ ସର୍ଭେ ହେବ । କୃଷି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ । ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭର ହେବା ଉପରେ ଗୁରୁତ୍ୱ ଦିଆଯିବ । ଡାଲି ଓ ତୈଳବୀଜ ଉପରେ ମିଶନ ମୋଡରେ କାମ ହେବ ।

ଆଜିର ତାଜା ଖବର, ଜାଣନ୍ତୁ ସଂକ୍ଷେପରେ..

ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ।ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Focus on Agriculture and Farmers in Union Budget | Argus News