Videos
|
National

ଭାରତୀୟ ଜନସେବା ସଂସ୍ଥାନ ପକ୍ଷରୁ 108 ହନୁମାନ ଚାଳିସା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago
ଭାରତୀୟ ଜନସେବା ସଂସ୍ଥାନ ପକ୍ଷରୁ 108 ହନୁମାନ ଚାଳିସା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀ  ଆରକେ ପୁରମ ସେକ୍ଟର 6ରେ ଥିବା ବିଶ୍ୱ ହିନ୍ଦୁ କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନ ସେବା ସଂସ୍ଥାନ ପକ୍ଷରୁ 108 ହନୁମାନ ଚାଳିସା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ଶ୍ରୀ ହନୁମାନ ଚାଳିଶା ପରାୟଣ ଏବଂ ହବନ କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ସମ୍ମିଳିତ ହୋଇଥିଲେ। ଶ୍ରଦ୍ଧା ଏବଂ ନିଷ୍ଠା ର ସହିତ 108 ଥର ଶ୍ରୀ ହନୁମାନ ଚାଲିଶା ପଢିବା ସହିତ ଯଜ୍ଞର ମଧ୍ୟ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ରେ ଅନେକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଏବଂ ଦିଲ୍ଲୀ ପ୍ରାନ୍ତ, ଓଡ଼ିଶା ଏବଂ ଅନ୍ୟ ରାଜ୍ୟର କାର୍ଯକର୍ତ୍ତା ଯୋଗ ଦେଇଥିଲେ। ପ୍ରତିବର୍ଷ କାର୍ଯ୍ୟକ୍ରମ ରେ ଏକ ମୁଖ୍ୟ ବିନ୍ଦୁ ରହିଥାଏ ଚଳିତବର୍ଷ ରାମ ମନ୍ଦିର ପରି ମଥୁରା କାଶୀ ରେ ମଧ୍ୟ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ହେବା ସହିତ ନ୍ୟାୟ ମିଳୁ ବୋଲି ପ୍ରାର୍ଥନା କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
108 Hanuman Chalisa Parayan programs were held by Indian public service organizations | Argus News