Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚିକେନ ସ୍ବରମା ଖାଇ ୧୨ ଜଣ ଅସୁସ୍ଥ

Rashmita Mishra
Browse all articles by Rashmita Mishra
·2 years ago·1 min read
ଚିକେନ ସ୍ବରମା ଖାଇ ୧୨ ଜଣ ଅସୁସ୍ଥ

ମୁମ୍ଵାଇ:  ଲୋକ ମାନେ ଵାହାର ଖାଦ୍ୟ ଖାଇଵାକୁ ଵହୁତ ପସନ୍ଦ କରିରାନ୍ତି । ଵାହାରେ ଏଵେ ଅନେକ ପ୍ରକାରର ଷ୍ଟ୍ରିଟ ଫୁଡ୍ ମିଳୁଛି ଯାହା ଆମିଷ ଖାଉଥିଵା ଲୋକମାନଙ୍କୁ ଵହୁତ ପସନ୍ଦ ଆସିଥାଏ ।  

ମୁମ୍ଵାଇର ଗୋରେ ଗାଁର ସାଣ୍ଟୋଶ  ଅଞ୍ଚଳର  ଚିକେନ୍ ଶାୱାରମା ଖାଇବା ପରେ ୧୨ ଜଣଙ୍କର ସ୍ଵାସ୍ଥ ଅସୁସ୍ଥ ହୋଇଥିଵାର ଜଣାପଡିଛି । ଶନିବାର ଦିନ ଖାଦ୍ୟ ବିଷାକ୍ତ ଖାଦ୍ୟ ଖାଇ ଡାକ୍ତର ଖାନାରେ ଭର୍ତ୍ତି ହେଵା ପରେ । ବାରଜଣ ଲୋକ ଅଭିଯୋଗ କରିଥିଲେ। ତେଵେ ସେମାନଙ୍କ ମଧ୍ୟରୁ ନଅ ଜଣଙ୍କୁ ଡିସଚାର୍ଜ ହୋଇଥିବାବେଳେ ଅନ୍ୟ ତିନିଜଣ ଚିକିତ୍ସିତ ହେଉଛନ୍ତି ବୋଲି  ମ୍ୟୁନିସିପାଲିଟି କର୍ପୋରେସନ୍  ଅଧିକାରୀ କହିଛନ୍ତି ।

ଯେ ଦୋକାନରେ ୧୨ ଜଣ ଲୋକ ଏହି ଖାଦ୍ୟ ଖାଇଛନ୍ତି କି ତାଠାରୁ ଅଧିକ ଲୋକ ଖାଇଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ କରିନାହିଁନ୍ତି ।ତେଵେ ଲୋକ ମାନଙ୍କ ଅଭିଯୋଗ କି ଏହା କେଉଁ କାରଣ ପାଇଁ ଆଉ କେମିତି ହେଲା ସେ ଵିଷୟରେ କୌଣସି ସୂଚନା ନାହିଁ । ଵର୍ତ୍ତମାନ ପର୍ଯ୍ୟନ୍ତ ୧୨ଜଣଙ୍କ ମଧ୍ୟରୁ ୯ ଜଣ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ଅନ୍ୟ ତିନିଜଣ ଚିକତ୍ସା ଧିନ ଅଵସ୍ତାରେ ଅଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12-hospitalised-after-eating-chicken-shawarma-in-mumbai | Argus News