Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ

National

ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ

ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ । ମିନି ଟ୍ରକ୍‌କୁ ଧକ୍କାଦେଲା ଟ୍ରେଲର । ଦୁର୍ଘଟଣାରେ ୯ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏକାଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତା ଉପରେ ମୃତଦେହ ବିଛାଡ଼ି ପଡ଼ିଥିଲା । ଅନେକ ମହିଳା ଏବଂ ପିଲା ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏ ଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି। ଯେଉଁମାନେ ଆହତ ଅଛନ୍ତି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
13-dead-11-hurt-as-truck-collides-with-trailer-in-raipur | Argus News