ଉତ୍ତର କଶ୍ମୀରରେ ଲଗାତାର ଭୂକମ୍ପର ୨ଥର ଝଟକା
·1 year ago

ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀରର ବାରାମୂଳାରେ ମଙ୍ଗଳବାର (୨୦ ଅଗଷ୍ଟ) ସକାଳୁ ସକାଳୁ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି।
ଏହାପୂର୍ବରୁ ଜୁଲାଇ ୧୨ ରେ ବାରାମୁଳାରେ ଏକ ଭୂକମ୍ପ ହୋଇଥିଲା । ରାତି ୧୨:୨୬ ରେ ଲୋକମାନେ କମ୍ପନ ଅନୁଭବ କଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: