Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି,ଜରୁରୀ ଅବତରଣ ପାଇଁ ତ୍ରିଚି ବିମାନ ବନ୍ଦରରେ ୨୦ ଆମ୍ବୁଲାନ୍ସ ପ୍ରସ୍ତୁତ

National

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି,ଜରୁରୀ ଅବତରଣ ପାଇଁ ତ୍ରିଚି ବିମାନ ବନ୍ଦରରେ ୨୦ ଆମ୍ବୁଲାନ୍ସ ପ୍ରସ୍ତୁତ

Sangram Tripathy
Browse all articles by Sangram Tripathy
·1 year ago
ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି,ଜରୁରୀ ଅବତରଣ ପାଇଁ ତ୍ରିଚି ବିମାନ ବନ୍ଦରରେ ୨୦ ଆମ୍ବୁଲାନ୍ସ ପ୍ରସ୍ତୁତ

ଅର୍ଗସ ବ୍ୟୁରୋ:ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି,ଜରୁରୀ ଅବତରଣ ପାଇଁ କେରଳର ତ୍ରିଚି ବିମାନ ବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତ୍ରିଚିରୁ ଶାରଜାହ ଅଭିମୁଖେ ଉଡାଣ ଭରିଥିଲା ବିମାନ,ଏଥିରେ ୧୪୦ ଯାତ୍ରୀ ରହିଛନ୍ତି। ତ୍ରିଚି ବିମାନବନ୍ଦରରେ ୨୦ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ୨ଘଣ୍ଟା ଧରି ଟକ୍କର କାଟୁଛି ବିମାନ। ଏମରଜେନ୍ସି ଘୋଷଣା କରିଛନ୍ତି ପାଇଲଟ। ଲ୍ୟାଣ୍ଡି କଲାବେଳେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ବିମାନରେ ହାଇଡ୍ରୋଲିକ୍ ହୋଇଥିବା ଫେଲିଭର ହୋଇଥିବା ସୂଚନା ମିଳିଛି। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
20 ambulances are ready at Trichy airport for Air India plane's mechanical failure, emergency landing | Argus News