Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାନପୁର- ଭୀମସେନ ଷ୍ଟେସନ ମଝିରେ ଏକ୍ସପ୍ରେସର 20ଟି ବଗି ଲାଇନ୍‌ଚ୍ୟୁତ

National

କାନପୁର- ଭୀମସେନ ଷ୍ଟେସନ ମଝିରେ ଏକ୍ସପ୍ରେସର 20ଟି ବଗି ଲାଇନ୍‌ଚ୍ୟୁତ

Banajyotshna Ray
Browse all articles by Banajyotshna Ray
·1 year ago
କାନପୁର- ଭୀମସେନ ଷ୍ଟେସନ ମଝିରେ ଏକ୍ସପ୍ରେସର 20ଟି ବଗି ଲାଇନ୍‌ଚ୍ୟୁତ

ଅର୍ଗସ ବ୍ୟୁରୋ:  ଉତ୍ତର ପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ । କାନପୁର- ଭୀମସେନ ଷ୍ଟେସନ ମଝିରେ ଏକ୍ସପ୍ରେସର 20ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଏକ ବଡ଼ ପଥର ସହ ଇଞ୍ଜିନ୍‌ ଧକ୍କା ଲାଗିବାରୁ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ମୃତାହତ ନେଇ କୌଣସି ସୂଚନା ନଥିବା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ଟ୍ରେନ ଇଞ୍ଜିନ୍‌ର କିଛି ଅଂଶ ନଷ୍ଟ ହୋଇଯାଇଛି । ସାବରମତୀ ଏକ୍ସପ୍ରେସ୍‌ ବାରାଣାସୀରୁ ଅହମ୍ମଦାବାଦ ଯାଉଥିଲା । ଯାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ବସ୍‌ର ବ୍ୟବସ୍ଥା କରିଛନ୍ତି ରେଳ କର୍ତ୍ତୃପକ୍ଷ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20 coach express line cut between Kanpur-Bhimsen station | Argus News