Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିହାରରେ ବିଷାକ୍ତ ମଦ ପିଇ ଚାଲିଗଲା ୨୦ଜୀବନ

Sangram Tripathy
Browse all articles by Sangram Tripathy
·1 year ago
ବିହାରରେ ବିଷାକ୍ତ ମଦ ପିଇ ଚାଲିଗଲା ୨୦ଜୀବନ

ଅର୍ଗସ ବ୍ୟୁରୋ:ବିହାରରେ ପୁଣି ମଦ ମୃତ୍ୟୁ। ବିଷାକ୍ତ ମଦ ପିଇ ୨୦ ଜଣଙ୍କ ଜୀବନ ଯାଇଛି,ଅନେକଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି । ସିୱାନ ଓ ସାରନ ଜିଲ୍ଲାରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହୋଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20 lives lost after drinking poisoned liquor in Bihar | Argus News