Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁପ୍ରିମକୋର୍ଟରେ ଦାଖଲ ହେଲା 27 ମିନିଟ୍‌ର ଭିଡିଓ ଫୁଟେଜ

National

ସୁପ୍ରିମକୋର୍ଟରେ ଦାଖଲ ହେଲା 27 ମିନିଟ୍‌ର ଭିଡିଓ ଫୁଟେଜ

Smruti Parija
Browse all articles by Smruti Parija
·1 year ago
ସୁପ୍ରିମକୋର୍ଟରେ ଦାଖଲ ହେଲା 27 ମିନିଟ୍‌ର ଭିଡିଓ ଫୁଟେଜ

ଅର୍ଗସ ବ୍ୟୁରୋ: ଆରିଜି କର ମେଡିକାଲ ଲଜ୍ଜା । ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । କୋର୍ଟରେ 27 ମିନିଟ୍‌ର ଏକ ଭିଡିଓ ଫୁଟେଜ ଦାଖଲ କରାଯାଇଛି । ଏହା ସହ ପୀଡିତାଙ୍କ ନମୂନା ସଂଗ୍ରହ କିଏ କରିଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ସଂଗ୍ରହ ହୋଇଥିବା ନମୂନାକୁ ଦିଲ୍ଲୀ ସ୍ଥିତ AIIMSକୁ ପଠାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଆସନ୍ତା ମଙ୍ଗଳବାର ଆଉ ଏକ ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିବ। 17ରେ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ମିଳିଛି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି ଶୁଣାଣି ।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା, ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
27-minute video footage was submitted to the Supreme Court | Argus News