ଭୁସୁଡିଲା ୩ ମହଲା ବିଲ୍ଡିଂ , ଫସିଥିଲେ ୧୨ ଲୋକେ
·12 months ago·1 min read

Key Points
ବିଲ୍ଡିଂ ତଳେ ୧୨ ଜଣ ଲୋକ ଫସି ରହିଥିଲେ। ମୁମ୍ବାଇର ଫାୟାର ବ୍ରିଗେଡ ସଙ୍ଗେସଙ୍ଗେ ଲେବଲ ୨ ଆଲର୍ଟ ଜାରୀ କରିଥିଲେ ଏବଂ ବଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଥିଲେ ।
ଦମକଳ ବିଭାଗ ଏବଂ ବିଏମସି ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ।
ମୁମ୍ବାଇରେ ଭୁଶୁଡ଼ିଲା ତିନି ମହଲା ବିଲ୍ଡିଂ । ବାନ୍ଦ୍ରାରେ ସକାଳ ସାଢ଼େ ୫ଟାରେ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ବିଲ୍ଡିଂ ତଳେ ୧୨ ଜଣ ଲୋକ ଫସି ରହିଥିଲେ। ମୁମ୍ବାଇର ଫାୟାର ବ୍ରିଗେଡ ସଙ୍ଗେସଙ୍ଗେ ଲେବଲ ୨ ଆଲର୍ଟ ଜାରୀ କରିଥିଲେ ଏବଂ ବଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଥିଲେ ।
ଦମକଳ ବିଭାଗ ଏବଂ ବିଏମସି ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯାଉଛି । ଏପର୍ଯ୍ୟନ୍ତ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: