|
logo
Live

Argus News - ଭୁଶୁଡିଲା ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ବ୍ରିଜ୍‌ର ଢାଞ୍ଚା ଦୁର୍ଘଟଣାରେ ୩ ଶ୍ରମିକ ମୃତ

National

ଭୁଶୁଡିଲା ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ବ୍ରିଜ୍‌ର ଢାଞ୍ଚା ଦୁର୍ଘଟଣାରେ ୩ ଶ୍ରମିକ ମୃତ

Rashmita Mishra
Browse all articles by Rashmita Mishra
·1 year ago
ଭୁଶୁଡିଲା ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ବ୍ରିଜ୍‌ର ଢାଞ୍ଚା ଦୁର୍ଘଟଣାରେ ୩ ଶ୍ରମିକ ମୃତ

ଅର୍ଗସ ବ୍ୟୁରୋ: ଗୁଜରାଟରେ ଭୁଶୁଡିଲା ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ବ୍ରିଜ୍‌ର ଢାଞ୍ଚା । ଦୁର୍ଘଟଣାରେ ୩ ଶ୍ରମିକ ମୃତ, ଜଣେ ଗୁରୁତର । ଗୁଜୁରାଟର ଆନନ୍ଦ ଜିଲ୍ଲା ଭସାଡ୍ ନିକଟରେ ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍ କରିଡୋରରେ ଏହି ଦୁର୍ଘଟଣା ହୋଇଛି । ଅସ୍ଥାୟୀ ଭାବେ ନିର୍ମିତ ଷ୍ଟିଲ ଓ କଂକ୍ରିଟ୍‌ର ଏହି ଢାଞ୍ଚା ଭୁଶୁଡି ପଡିବା ଫଳରେ 4 ଜଣ ଶ୍ରମିକ ଏଥିରେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ଗୁରୁତର ଅବସ୍ତାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁଶୁଡିଲା ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ବ୍ରିଜ୍‌ର ଢାଞ୍ଚା ଦୁର୍ଘଟଣାରେ ୩ ଶ୍ରମିକ ମୃତ | Argus News