Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ

Smruti Parija
Browse all articles by Smruti Parija
·1 year ago
ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ

ଅର୍ଗସ ବ୍ୟୁରୋ: ଏନ୍‌କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ ।  ସୀମାନ୍ତ ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର । 30 ମାଓବାଦୀ ସଫା । ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସର ବଡ଼ ଏନ୍‌କାଉଣ୍ଟର । ନାରାୟଣପୁର ଜିଲ୍ଲା ଅବୁଝ୍‌ମାଡ଼ ଜଙ୍ଗଲରେ ପ୍ରବଳ ଗୁଳିବିନିମୟ । ମାଓବାଦୀ କରିଥିଲେ ପାଲଟା ଆକ୍ରମଣ, ସୁରକ୍ଷାକର୍ମୀ ସୁରକ୍ଷିତ । ଘଟଣାସ୍ଥଳରୁ AK-୪୭, SLR ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି  । 

 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
30 hardcore mao were killed in the encounter | Argus News