Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କଶ୍ମୀରର କଠୁଆରେ ଆତଙ୍କବାଦୀ ହମଲା, ୫ ଯବାନ ସହିଦ

Banajyotshna Ray
Browse all articles by Banajyotshna Ray
·2 years ago
ଜମ୍ମୁ-କଶ୍ମୀରର କଠୁଆରେ ଆତଙ୍କବାଦୀ ହମଲା, ୫ ଯବାନ ସହିଦ

ଅର୍ଗସ ବ୍ୟୁରୋ:  ଜମ୍ମୁ-କଶ୍ମୀରର କଠୁଆରେ ସେନା ଗାଡ଼ିକୁ ଟାର୍ଗେଟ କରି ହମଲା କରିଛନ୍ତି ଆତଙ୍କବାଦୀ। ଏଥିରେ 5 ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ 5 ଜଣ ଆହତ ହୋଇଛନ୍ତି। ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ବିଲଓ୍ବାରର ମାଚେଡ଼ିରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଏହାପରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏକାଧିକ ଆତଙ୍କବାଦୀ ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ। ପ୍ରଥମେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିଲେ 5 ଯବାନ। ପରେ ଡାକ୍ତରଖାନାରେ ଚିକିତ୍ସା ବେଳେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 soldiers killed, 5 injured as terrorists attack Army vehicles in Kathua | Argus News