Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗାଡ଼ି ଭିତରେ ୭ ମୃତଦେହ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·1 year ago
ଗାଡ଼ି ଭିତରେ ୭ ମୃତଦେହ ଉଦ୍ଧାର

Key Points

ଗାଡ଼ି ଭିତରୁ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର

ଗାଡ଼ି ଭିତରେ ୭ ମୃତଦେହ। ଗାଡ଼ି ଭିତରୁ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର। ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ଉତ୍ତରାଖଣ୍ଡର ହୋଇଥିବା ସୂଚନା। ସମସ୍ତେ ବିଷ ଖାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ବି ପାଇଛି। ଋଣ ବୋଝ କରାଣରୁ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।


ସୂଚନା ଅନୁସାରେ, ଉତ୍ତରାଖଣ୍ଡ ଡେରାଡୁନର ବାସିନ୍ଦା ପ୍ରବୀଣ ମିତ୍ତଲ ନିଜ ପରିବାର ସହ ହରିୟାଣା ପଞ୍ଚକୁଲାରେ ଆୟୋଜିତ ବାଗେଶ୍ବର ଧାମର ହନୁମନ୍ତ କଥାରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7-bodies-recovered-from-inside-vehicle | Argus News