Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ

National

ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ

Banajyotshna Ray
Browse all articles by Banajyotshna Ray
·2 years ago
ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରର ଛତ୍ରପତି ସିବାଜୀ ନଗରର ଏକ ଦୋକାନରେ ନିଆଁ ଲାଗି ଯାଇଛି। ଏଥିରେ ୭ଜଣଙ୍କ ଜୀବନ  ଚାଲିଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଓ ଦୁଇଜଣ ଶିଶୁ ଅଛନ୍ତି । ଭୋର ପ୍ରାୟ ୪ଟା ବେଳେ ଏକ ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ସେଥିରେ ପୋଡି ହୋଇ ୭ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ।

ନିଆଁ ଲାଗିଥିବା ଦୋକାନଟି ତଳ ମହଲା ଥିଲା । ଲୋକମାନେ ଉପରେ ରହୁଥିଲା । ଅଗ୍ନିକାଣ୍ତର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 Dead After Massive Fire In Maharashtra | Argus News