Videos
|
National

ମୁମ୍ବାଇରେ ଟ୍ରେନ ବିସ୍ଫୋରଣ ମାମଲା, 12 ଅଭିଯୁକ୍ତ ଖଲାସ

Banajyotshna Ray
Browse all articles by Banajyotshna Ray
·1 year ago
ମୁମ୍ବାଇରେ ଟ୍ରେନ ବିସ୍ଫୋରଣ ମାମଲା, 12 ଅଭିଯୁକ୍ତ ଖଲାସ

Key Points

2006 ମୁମ୍ବାଇରେ ଟ୍ରେନ ବିସ୍ଫୋରଣ ମାମଲା । 19 ବର୍ଷ ପରେ ପ୍ରମାଣ ଅଭାବରୁ ସମସ୍ତ 12 ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ବମ୍ବେ ହାଇକୋର୍ଟ ।

2006 ମୁମ୍ବାଇରେ ଟ୍ରେନ ବିସ୍ଫୋରଣ ମାମଲା । 19 ବର୍ଷ ପରେ ପ୍ରମାଣ ଅଭାବରୁ ସମସ୍ତ 12 ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ବମ୍ବେ ହାଇକୋର୍ଟ । ବିସ୍ଫୋରଣ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସରକାରୀ ପ୍ରସିକ୍ୟୁସନ ପ୍ରମାଣ ଦାଖଲ କରିପାରି ନାହାନ୍ତି । 2006 ମସିହା 11 ଜୁଲାଇ ସଂଧ୍ୟାରେ ସିରିଏଲ ବ୍ଲାଷ୍ଟରେ 11 ମିନିଟ ମଧ୍ୟରେ 189 ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ବିସ୍ଫୋରଣରେ 824 ଜଣ ହୋଇଥିଲେ ଆହତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
711-mumbai-train-blasts-case-bombay-hc-acquits-all-12-accused-says-prosecution-utterly-failed-to-prove-case | Argus News