Videos
|
National

ଦେଶର ନ୍ୟାୟପାଳିକାର ବଡ ଉପଲବ୍ଧୀ, ସୁପ୍ରିମ କୋର୍ଟର ୭୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Banajyotshna Ray
Browse all articles by Banajyotshna Ray
·1 year ago
ଦେଶର ନ୍ୟାୟପାଳିକାର ବଡ ଉପଲବ୍ଧୀ,  ସୁପ୍ରିମ କୋର୍ଟର ୭୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ: ଦେଶର ନ୍ୟାୟପାଳିକାର ବଡ ଉପଲବ୍ଧୀ । ଆଜି ଦେଶର ସର୍ବୋତ୍ତମ ନ୍ୟାୟପାଳିକା ସୁପ୍ରିମ କୋର୍ଟର ୭୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ୭୫ ବର୍ଷର ଯାତ୍ରା କେବଳ ସୁପ୍ରିମ କୋର୍ଟର ବ୍ୟବସ୍ଥାର ଯାତ୍ରା ନୁହେଁ ଏହା ଭାରତର ସମ୍ବିଧାନ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା। ଏହି ସମାରୋହକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
75th Anniversary of Supreme Court | Argus News