Nagendra Yadav Murder / ୩୫ ଟଙ୍କା ପାଇଁ ରାଜେନ୍ଦ୍ରଙ୍କ ଉପରେ ନିଆଁ ଲଗେଇ ଦେଲେ, ହସ୍ପିଟାଲରେ ଡାକ୍ତର କହିଲେ...
·8 months ago·2 min read

Key Points
ଟଙ୍କା ପାଇଁ ଭୟଙ୍କର ମାରପିଟ୍
ମାତ୍ର ୩୫ ଟଙ୍କା ପାଇଁ ହତ୍ୟା ଚକ୍ରାନ୍ତ
ମାତ୍ର ୩୫ ଟଙ୍କା ପାଇଁ ହତ୍ୟା ଚକ୍ରାନ୍ତ
ଟଙ୍କା ପାଇଁ ହତ୍ୟା ଚକ୍ରାନ୍ତ। ପ୍ରଥମେ ଝଗଡ଼ା ହେଲା ଆଉ ଏହି ଝଗଡ଼ା ଶେଷରେ ଭୟଙ୍କର ରୂପ ନେଲା। ଯେଉଁଥି ପାଇଁ ହତ୍ୟା ପରି କାଣ୍ଡର ଚକ୍ରାନ୍ତ କରାଗଲା। ସେ ପୁଣି ମାତ୍ର ୩୫ ଟଙ୍କା ପାଇଁ। ଝିମିଟି ଖେଳରୁ ମହାଭାରତ ଭଳି ଘଟଣା ସାମ୍ନାକୁ ଆସିଛି। ମାତ୍ର କେଇଟା ଟଙ୍କା ପାଇଁ ଜଣେ ଅନ୍ୟ ଜଣଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ମହାରାଷ୍ଟ୍ରର ମୁମ୍ବାଇରେ ଥିବା ଯୋଗେଶ୍ବରୀ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି।ସମସ୍ତେ କହିଛନ୍ତି ଯେ କେବଳ ୩୫ ଟଙ୍କା ପାଇଁ ଏତେ ଗୁରୁତର ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଅନ୍ୟପଟେ ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ମାତ୍ର ୩୫ ଟଙ୍କା ପାଇଁ ପ୍ରଥମେ ଦୁଇ ଜଣଙ୍କ ଭିତରେ ଝଗଡା ହୋଇଥିଲା ଆଉ ତା ପରେ ଜଣେ ଅନ୍ୟ ଜଣଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ନାଗେନ୍ଦ୍ର ଯାଦବଙ୍କୁ ଗିରଫ କରିଛି।ଏହି ଘଟଣା ପଛରେ କୌଣସି ପୂର୍ବ ବିବାଦ କିମ୍ବା ବ୍ୟକ୍ତିଗତ ଶତ୍ରୁତା ରହିଥିବା ସନ୍ଦେହରେ ପୋଲିସ ସମସ୍ତ ଲୋକଙ୍କୁ ପଚରାଉଚରା କରୁଛି । ଏହି ଘଟଣା ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଛନ୍ତି।ଏହି ଘଟଣାଟି ଜୋଗେଶ୍ୱରୀର ଏକ ପାନ ଦୋକାନରେ ଘଟିଛି।
ସୂଚନା ଅନୁଯାୟୀ, ନାଗେନ୍ଦ୍ର ଯାଦବ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ସିଗାରେଟ୍ ପାଇଁ ୩୫ ଟଙ୍କାକୁ ନେଇ ବିବାଦ ହୋଇଥିଲା। ପରିସ୍ଥିତି ଯୁକ୍ତିତର୍କ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।ଯେତେବେଳେ ୨୨ ବର୍ଷୀୟ ନାଗେନ୍ଦ୍ରଙ୍କ ବନ୍ଧୁ ଝଗଡ଼ା ବନ୍ଦ କରିବାରେ ବିଫଳ ହେଲେ, ତାଙ୍କ କାକା ରାଜେନ୍ଦ୍ର ଯାଦବ ଏଥିରେ ଆସି ହସ୍ତକ୍ଷେପ କଲେ। ଏପରିକି ଦୁଇ ଜଣଙ୍କ ଭିତରେ ଝଗଡା ବନ୍ଦ କରିବାକୁ ଚେଷ୍ଟା କରିଥିଲେ।ଏଥିରେ କ୍ରୋଧିତ ହୋଇ ନାଗେନ୍ଦ୍ର ହଠାତ୍ ପେଟ୍ରୋଲ ଉଠାଇ 45 ବର୍ଷୀୟ ରାଜେନ୍ଦ୍ର ଯାଦବଙ୍କ ଉପରେ ନିଆଁ ଲଗାଇ ଦେଲେ। ସମଗ୍ର ଘଟଣାଟି CCTV କ୍ୟାମେରାରେ କଏଦ ହୋଇଥିଲା।ସଙ୍ଗେ ସଙ୍ଗେ ପାଖରେ ଥିବା ଲୋକ ତାଙ୍କୁ ମେଡିକାଲ ନେଇଯାଇଥିଲେ ଓ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି।
ଏଥିସହ ପଢ଼ନ୍ତୁ: ଅଭିନେତ୍ରୀଙ୍କ ପାଇଁ ୯୩ ଝିଅ ମୃତ୍ୟୁ ମୁଖରୁ ଫେରିବେ, ଭାଇରାଲ ହେଉଛି ଭିଡିଓ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ, ପୋଲିସ ଅଭିଯୁକ୍ତ ନାଗେନ୍ଦ୍ର ଯାଦବଙ୍କୁ ଗିରଫ କରିଛି। ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଆଜିକାଲି ଦୁନିଆରେ ଲୋକଙ୍କ ପାଇଁ ଟଙ୍କା ହେଉଛି ସବୁଠୁ ବଡ଼ ସମ୍ପତ୍ତି। ଟଙ୍କା ପାଇଁ ଲୋକେ କାହାକୁ ମାରିବାକୁ ବି ପଛାଉନାହାନ୍ତି। ସେ ଅଳ୍ପ ହେଉ କି ଅଧିକ ଟଙ୍କା। ତେବେ ଏଭଳି ମାନସିକ ଚିନ୍ତାଧାରା ପରିବର୍ତ୍ତନ ହେବା ଜରୁରୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories