Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ISROର ସ୍ୱତନ୍ତ୍ର ସ୍ପାଏ ଉପଗ୍ରହ RISAT-1B ବିଫଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ISROର ସ୍ୱତନ୍ତ୍ର ସ୍ପାଏ ଉପଗ୍ରହ RISAT-1B ବିଫଳ

Key Points

ସଫଳ ହେଲାନି ଇସ୍ରୋର ୧୦୧ ତମ ମିଶନ

ସକାଳ ୫ଟା ୫୯ରେ ଲଞ୍ଚ ହୋଇଥିଲା ISROର ସ୍ୱତନ୍ତ୍ର ସ୍ପାଏ ଉପଗ୍ରହ RISAT-1B

ସଫଳ ହେଲାନି ଇସ୍ରୋର ୧୦୧ ତମ ମିଶନ। ଆଜି ସକାଳ ୫ଟା ୫୯ରେ ଲଞ୍ଚ ହୋଇଥିଲା ISROର ସ୍ୱତନ୍ତ୍ର ସ୍ପାଏ ଉପଗ୍ରହ RISAT-1B। ତେବେ ଏହି ମିଶନ ବିଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଭି. ନାରାୟଣନ। ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରୁ RISAT-1B ବା EOS-09 ରାଡାର ଇମେଜିଂ ଉପଗ୍ରହକୁ ଉତକ୍ଷେପଣ କରିଥିଲା।


ମହାକାଶ କାର୍ଯ୍ୟକ୍ରମର ୧୦୧ତମ ମିଶନ ସହିତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଫଳ ହୋଇପାରିଲାନି । ଉପଗ୍ରହ ଲଞ୍ଚ ପୂର୍ବରୁ ଭିଡିଓ ଜାରି କରିଛି ଇସ୍ରୋ । ଉପଗ୍ରହ ଭାରତକୁ ଯୋଗାଇବ ସୁରକ୍ଷାର ଜାଲ, ଆକାଶରୁ ଭାରତର ନିରୀକ୍ଷଣ ଶକ୍ତି ବଢିବ ବୋଲି ଆଶା କରାଯାଉଥିଲା । ଏହି ସାଟେଲାଇଟ୍ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦେଶର କ୍ଷମତା ବୃଦ୍ଧି କରିବ, ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ସାହାଯ୍ୟ କରିବ । ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରୁ RISAT-1B ବା EOS-09 ରାଡାର ଇମେଜିଂ ଉପଗ୍ରହକୁ ଉତକ୍ଷେପଣ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Isros-special-spy-satellite-risat-1b-launched-at-559-am-today | Argus News