Videos
|
National

ଏହି ରାସ୍ତାରେ ଗାଡି ଚଲାଇଲେ ପ୍ରବଳ ନିଦ ଲାଗେ

Manini Pattanayak
Browse all articles by Manini Pattanayak
·2 years ago·1 min read
ଏହି ରାସ୍ତାରେ ଗାଡି ଚଲାଇଲେ ପ୍ରବଳ ନିଦ ଲାଗେ

ନୂଆଦିଲ୍ଲୀ: ଏମିତି ଏକ ରାସ୍ତା ଅଛି ଯେଉଁ ରାସ୍ତାରେ ଗାଡି ଚଲେଇଲେ ବୋରିଂ ଲାଗିବା ସହ ପ୍ରବଳ ନିଦ ଲାଗିଥାଏ। ୨୪୦ ମିଟର ଏହି ରାସ୍ତା ଯାହା ଦୁନିଆର ସବୁଠାରୁ  ଲମ୍ବା ରାସ୍ତା। ବୋଲି କୁହାଯାଇଥାଏ।  ଏଥିସହିତ ଏହି ରାସ୍ତା ସବୁଠୁ ବୋରିଂ ରାସ୍ତା ନାମରେ କୁଖ୍ୟାତ। ଏପରି ଏକ  ରାସ୍ତା ସାଉଦି ଆରବରେ ଅବସ୍ଥିତ । ତେବେ ଚାଳକଙ୍କୁ ଏ ରାସ୍ତାରେ ଗଲାବେଳେ ଦୁର୍ଘଟଣାର ଶିକାର ହେବାର ମାମଲା ଅନେକ ସାମ୍ନାକୁ ଆସିଛି।  ଏହି ରାସ୍ତାରେ  ଗାଡି ଚଳାଉଥିବାବେଳେ  ଚାଳକର ଆଖି ଲାଗିଯାଇଥଏ ଆଉ ପୁରା କାର ଟି ସଡକ ଦୁର୍ଘଟଣାରେ ଚୁରମାର ହୋଇଯାଇଥାଏ।   ସାଧାରଣତଃ ଆମେ  ଅଙ୍କା ବଙ୍କା  ରାସ୍ତାରେ ଗାଡି ଚଲାଇଥାଉ  ।

 ଆଉ ସେହି ରାସ୍ତାରେ ଅଧିକ ବ୍ରେକ ଲଗାଇବାକୁ ପଡିଥାଏ।  ଏବଂ ଗାଡିକୁ ମୋଡିବାକୁ ପଡିଥାଏ।  ଏଥିପାଇଁ ଚାଳକକୁ ନିଦ ଲାଗିନଥାଏ । ଆଖି ଖୋଲା ଥାଏ। କିନ୍ତୁ ସିଧା ରାସ୍ତାରେ ମୋଡ ନଥାଏ ତେଣୁ ଅଧିକ ଦୁର୍ଘଟଣା ହୋଇଥାଏ।  ଆମେ ଯେଉଁ ରାସ୍ତା କଥା  କହୁଛୁ ସେ ରାସ୍ତା ମଧ୍ୟ ବିଶ୍ୱର ସବୁଠାରୁ ଲମ୍ବା ସିଧା ରାସ୍ତା।  ଯେଉଁ ରାସ୍ତାରେ ଗାଡି ଚାଳକ ଗାଡି ଚଲେଇଲେ ଆକ୍ସିଡେଣ୍ଟର ଶିକାର ହୋଇଥାଏ।  ସାଉଦି ଆରବରେ ଥିବା ହାଇଓ୍ୱେ-୧୦ରେ ଯାହାର ୧୪୭୪ ଲମ୍ବା । ଅଲ-ଦର୍ବ ଏବଂ ଅଲ ବାଥା ଯେପରି ସହରରକୁ ଯୋଡିଥାଏ ରାସ୍ତା। ଦୀର୍ଘତମ ସିଧା ରାସ୍ତା ଭାବରେ ଏହା ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: