Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘାଟିରୁ 150 ଫୁଟ୍ ତଳକୁ ଖସିଲା ବସ୍

Smruti Parija
Browse all articles by Smruti Parija
·2 years ago
ଘାଟିରୁ 150 ଫୁଟ୍ ତଳକୁ ଖସିଲା ବସ୍

ଅର୍ଗସ ବ୍ୟୁରୋ: ଭୟଙ୍କର ବସ୍ ଦୁର୍ଘଟଣା । ଜମ୍ମୁକାଶ୍ମୀର ଅଖନୁର ସହର ତାଣ୍ଡା ନିକଟରେ ବସ୍ ଦୁର୍ଘଟଣା । ଘାଟିରୁ 150 ଫୁଟ୍ ତଳକୁ ଖସିଲା ବସ୍ । ଦୁର୍ଘଟଣାରେ 15 ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ହାଥରସ୍ ରୁ ଯାତ୍ରୀଙ୍କୁ ନେଇ ଆସୁଥିଲା ବସ୍ ।  

 


ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A bus met with an accident near Akhnoor-jammu-and-kahsmir-15-killed | Argus News