କୋର୍ଟ କହିଲେ ସିନ୍ଦୂର ପିନ୍ଧିବା ବାଧ୍ୟତାମୂଳକ !
·2 years ago

ନୂଆଦିଲ୍ଲୀ: ସିନ୍ଦୂର... ବିବାହିତା ନାରୀର ଆଭୁଷଣ । ହିନ୍ଦୁ ଧର୍ମନାସୁରେ ସ୍ତ୍ରୀର ମଥାର ସିନ୍ଦୂର ସ୍ୱାମୀର ଆୟୂଷ ବଢାଇଥାଏ । କିନ୍ତୁ ଏବେ ଅଧିକାଂଶ ସ୍ତ୍ରୀମାନେ ସିନ୍ଦୁର ଲଗାଇବାକୁ ପସନ୍ଦ କରୁନାହନ୍ତି । ହେଲେ ଏବେ ଆଉ ସେମିତି ଚଳିବନି । କାରଣ ବାହା ହେବା ମାନେ ସିନ୍ଦୂର ପିନ୍ଧିବା ବାଧ୍ୟତାମୂଳକ କହିଛନ୍ତି କୋର୍ଟ ।
ବିବାହିତା ସ୍ତ୍ରୀ ସିନ୍ଦୁର ନଲଗାଇବା ସ୍ୱାମୀ ପ୍ରତି ଏକ କ୍ରୁରତା ବୋଲି କହିଛନ୍ତି ଇନ୍ଦୋର ପ୍ୟାମିଲି କୋର୍ଟ। ସ୍ୱାମୀଠାରୁ ଅଲଗା ରହୁଥିବା ସ୍ତ୍ରୀ ମାନେ ମଧ୍ୟ ସିନ୍ଦୁର ଲଗାଇବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ବିବାହିତା ହେବାର ସିନ୍ଦୁର ହେଉଛି ଏକପ୍ରମାଣ । ଏ ପ୍ରମାଣ, ଏ ଆଭୁଷଣକୁ ନଷ୍ଟ ହେବାକୁ ଦିଅନ୍ତୁନି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: