Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଇନସ ୨୫ ଡିଗ୍ରୀରେ ବିବାହ କଲେ ଲଭ୍ ବାର୍ଡ

Smruti Parija
Browse all articles by Smruti Parija
·2 years ago·1 min read
ମାଇନସ ୨୫ ଡିଗ୍ରୀରେ ବିବାହ କଲେ ଲଭ୍ ବାର୍ଡ

ଅର୍ଗସ ବ୍ୟୁରୋ: ଢୋ ଢୋ ବରଫ ପଡୁଛି, ଜିପ୍‌ରେ କନିଆଁ ଜଣକ ଯାଉଛନ୍ତି । ଏ ଦୃଶ୍ୟ ଦେଖବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ, ଏଇଠି ବୋଧହୁଏ ବଲିଉଡ୍‌ ଫିଲ୍ମ ସୁଟିଂ ହେଉଛି । ଏଥିରେ ନୂଆ କଣ ? ଦର୍ଶକବନ୍ଦୁ ଏଥିରେ ନୂଆ ହେଉଛି କି ସଜବାଜ ହୋଇ ବାହାଘର ପାଇଁ ବାହାରିଛନ୍ତି କନିଆଁ । ହଁ...ବାହାଘରକୁ ଆକର୍ଷଣୀୟ କରିବା ଲାଗି ଏହି କନିଆଁ ସଜବାଜ ହୋଇଛନ୍ତି । ପରେ ଗାଡି ନିଜେ ଚଳାଇ ବାହାଘର ହେବାକୁ ଥିବା ସ୍ଥାନରେ ପହଞ୍ଚିବା ପରେ ଫଟୋ ସୁଟ୍‌ ବି କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି, ବାହାଘର ହେବାକୁ ଥିବା ସ୍ଥାନରେ ତାପମାତ୍ର ପାଖାପାଖି ମାଇନସ ୨୫ ଡିଗ୍ରୀ ଥିଲା । ହେଲେ ଏହାପରେ ବି ହିମାଚଳରେ ପହଞ୍ଚିଥିଲେ ଏହି କପୁଲ । ଆପଣ ବି ଦେଖନ୍ତୁ କେମିତି ବରଫପାତରେ ଫଟୋ ଉଠାଉଛନ୍ତି ଏହି କପୁଲ।

ବରଫ ପଡୁଛି

ବାହାଘର ହେଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରେକର୍ଡ ହେଲା ବାହାଘର

ବରଫ ପଡୁଛି, ବାହାଘର ଚାଲିଛି । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ କିଛି ଏମିତି ପ୍ରି ପ୍ଲାନିଂ ମ୍ୟାରେଜ କରିଛନ୍ତି ଏହି କପୁଲ । ଦର୍ଶକବନ୍ଧୁ ଆମେ ଅନେକ ସମୟରେ ଦେଖିଛନ୍ତି କି ବାହାଘରକୁ ଆକର୍ଷଣୀୟ କରିବାକୁ ଆଜିକାଲିର ଯୁବବର୍ଗ କିଛି ନିଆରା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ହେଲେ ଏମାନେ ଯେମିତି କଲେ ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।

 

Sponsored
A loving couple from Gujarat-tie-knot-in minus 25 degree temperature-at-himachalpradesh | Argus News