Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶିଖର ଛୁଇଁବ ଭାରତ ଏବଂ ଭିଏତନାମ୍ ସମ୍ପର୍କ

Smruti Parija
Browse all articles by Smruti Parija
·1 year ago·1 min read
ଶିଖର ଛୁଇଁବ ଭାରତ ଏବଂ ଭିଏତନାମ୍ ସମ୍ପର୍କ

ଅର୍ଗସ ବ୍ୟୁରୋ: ଶିଖର ଛୁଇଁବ ଭାରତ ଏବଂ ଭିଏତନାମ୍ ସମ୍ପର୍କ । ପ୍ରଧାନମନ୍ତ୍ରୀ  ମୋଦୀ ଏବଂ  ଭିଏତନାମ ପ୍ରଧାନମନ୍ତ୍ରୀ  ଫାମ ମିନି ଚିନ୍ ଙ୍କ ମଧ୍ୟରେ  ଗୁରୁବାର  ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବିସ୍ତୃତ ରଣନୀତିକ ଭାଗିଦାରୀ ସମେତ ଭାରତ-ଭିଏତନାମ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି ।

ଦୁଇ ଦେଶର ଦ୍ବିପାକ୍ଷିକ ଆଲୋଚନାରେ ୧୦ ଟି ବୁଝାମଣା ସ୍ବାକ୍ଷର ହେବା ସହିତ ଦୁଇ ଦେଶର କୂଟନୈତିକ ଏବଂ ବ୍ୟବସାୟିକ ସପର୍କକୁ ନେଇ ୩ ଟି ବଡ ନିଷ୍ପତ୍ତି ନିଆଜାଇଛି । ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନି ଚିନ୍ ୩ ଦିନିଆ ଗସ୍ତରେ ଭାରତ ଅଅସିଛନ୍ତି । ଆଜି ତାଙ୍କୁ ରାଷ୍ଟ୍ରପତି ଭାବନରେ ପାରମ୍ପରିକ ରିତିରେ ସ୍ବାଗତ କରାଯାଇଥିଲା । ଦ୍ବିପାକ୍ଷିକ ଆଲୋଚନା ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଚନ୍ତି ଭିଏତନାମ ପ୍ରଧାନମନ୍ତ୍ରୀ  ଫାମ ମିନି ଚୀନ୍ । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A meeting between Prime Minister Modi and Vietnamese Prime Minister Pham Minh Chin was held at Hyderabad House in Delhi on Thursday | Argus News