Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ଓଡ଼ିଶା ଭବନରେ ବସିଲା ବିଜେପି ବିଧାୟକଙ୍କ ବୈଠକ 

Manini Pattanayak
Browse all articles by Manini Pattanayak
·2 years ago
ଦିଲ୍ଲୀ ଓଡ଼ିଶା ଭବନରେ ବସିଲା ବିଜେପି ବିଧାୟକଙ୍କ ବୈଠକ 

ନୂଆଦିଲ୍ଲୀ:  ଦିଲ୍ଲୀ ଓଡ଼ିଶା ଭବନରେ ବସିଲା ବିଜେପି ବିଧାୟକଙ୍କ ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏହି ବୈଠକ ବସିଛି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ଼ାଙ୍କୁ ଭେଟିଥିଲେ ବିଜେପି ଟିମ୍ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । 

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A meeting of BJP MLAs was held today at Odisha Bhawan in Delhi | Argus News